Only for Entertainment

Smita Patil Birthday: ନ୍ୟୁଜ ରିଡରରୁ ଅଭିନେତ୍ରୀ ହୋଇଥିଲେ ସ୍ମିତା ପାଟିଲ, ୧୦ ବର୍ଷର କ୍ୟାରିଅରରେ ଦେଇଛନ୍ତି ଅନେକ ହିଟ ଫିଲ୍ମ

indianfilmhistory
170

ବଲିଉଡର ଦିବହଙ୍ଗତ ଅଭିନେତ୍ରୀ ସ୍ମିତା ପାଟିଲଙ୍କର ଆଜି ଜନ୍ମଦିନ । ୧୭ ଅକ୍ଟୋବର ୧୯୫୬ରେ ପୁଣେରେ ଜନ୍ମ ହୋଇଥିବା ସ୍ମିତା ପାଟିଲଙ୍କ ଫିଲ୍ମ କ୍ୟାରିଅର ଖୁବ ଛୋଟ ଥିଲା । କିନ୍ତୁ ଏହି ଛୋଟ କ୍ୟାରିଅରରେ ସେ ଅନେକ ହିଟ ଫିଲ୍ମ ବଲିଉଡକୁ ଦେଇଛନ୍ତି । ସ୍ମିତା ଆର୍ଟ ଫିଲ୍ମ ସହିତ ଅନେକ କମର୍ସିଆଲ ଫିଲ୍ମରେ ନଜର ଆସିଥିଲେ । ନିଜର ଦମଦାର ଅଭିନୟ ଫଳରେ ସେ ଦୁଇ ଦୁଇ ଥର ନ୍ୟାସନାଲ ଆୱାର୍ଡ ନିଜ ନାମରେ କରିଥିଲେ । ସିନେମା ଜଗତରେ ତାଙ୍କର ଯୋଗଦାନ ପାଇଁ ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ମଧ୍ୟ ସମ୍ମାମନୀତ କରାଯାଇଥିଲା । ଫିଲ୍ମ ଦୁନିଆର ଏହି ମହାନ କଳାକାର ଆମ ଗହଣରେ ନାହାଁନ୍ତି ସତ କିନ୍ତୁ ତାଙ୍କର ଫିଲ୍ମ ଜରିଆରେ ସେ ସମସ୍ତ ହୃଦୟରେ ରାଜ କରୁଛନ୍ତି । ସ୍ମିତା ପାଟିଲଙ୍କ ଜନ୍ମଦିନରେ ଆସନ୍ତୁ ଜଣିବା ତାଙ୍କ ବିଷୟରେ କିଛି…

ସ୍ମିତା ପାଟିଲଙ୍କ ପିତା ଶିବଜୀ ରାୟ ପାଟିଲ ମହାରାଷ୍ଟ୍ର ସରକାରରେ ମନ୍ତ୍ରୀ ଥିଲେ ଏବଂ ତାଙ୍କ ମା’ ଜଣେ ସମାଜ ସେବିକା ।

ସ୍ମିତା ପାଟିଲ ନିଜ କ୍ୟାରିଅରର ଆରମ୍ଭ ଫିଲ୍ମରୁ ନୁହେଁ ବରଂ ନ୍ୟୁଜ ରିଡର ଭାବେ ଆରମ୍ଭ କରିଥିଲେ । ସେ ବମ୍ବେ ଦୂରଦର୍ଶନରେ ମରାଠୀ ସମାଚାର ପଢୁଥିଲେ ।

ସ୍ମିତା ଜିନ୍ସ ପିନ୍ଧିବାକୁ ଖୁବ ଭଲ ପାଉଥିଲେ । ଏପରି ସେ ନ୍ୟୁଜ ପଢିବା ସମୟରେ ସେ ଜିନ୍ସକ ଉପରେ ସାଢୀ ପିନ୍ଧୁଥିଲେ ।
ସ୍ମିତା ପାଟିଲଙ୍କ ଅରୁଣ ଖୋପକରଙ୍କ ଫିଲ୍ମ ଡିପ୍ଲୋମାରୁ ଫିଲ୍ମ କ୍ୟାରିଅରର ଆରମ୍ଭ କରିଥିଲେ । କିନ୍ତୁ ଶ୍ୟାମ ବେନେଗଲଙ୍କ ଫିଲ୍ମ ନିଶାନ୍ତ ରୁ ତାଙ୍କୁ ପରିଚୟ ମିଳିଥିଲା ।

 

୧୯୭୭ରେ ରିଲିଜ ହୋଇଥିବା ଫିଲ୍ମ ଭୂମିକା ପାଇଁ ସ୍ମିତାଙ୍କୁ ରାଷ୍ଟ୍ରୀୟ ଫିଲ୍ମ ପୁରସ୍କାର ମିଳିଥିଲା । ଏହା ପରେ ଫିଲ୍ମ ଚକ୍ର ପାଇଁ ତାଙ୍କୁ ପୁଣିଥରେ ନ୍ୟାସନାଲ ଆୱାର୍ଡ ମିଳିଥିଲା ।

ସୁବହ, ବାଜାର, ଭିଙ୍ଗୀ ଫଲଙ୍କେ, ଅର୍ଥ, ଅର୍ଦ୍ଧସତ୍ୟ, ମଣ୍ଡି ପରି ଫିଲ୍ମ ଦେଇଥିବା ସ୍ମିତାଙ୍କୁ ସିନେମାରେ ଅତୁଳନୀୟ ଯୋଗଦାନ ପାଇଁ ୧୯୮୫ରେ ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନୀତ କରାଯାଇଥିଲା ।

 

 

View this post on Instagram

 

Smita patil ❤❤।। कृपा इस PAGE को FOLLOW करे और अपना प्यार दे।। 🙏 धन्यवाद 🙏 _______________________________________________ _________🅝🅞🅣🅔 :- sᴍɪᴛᴀ ᴘᴀᴛɪʟ (17 ᴏᴄᴛᴏʙᴇʀ 1955 – 13 ᴅᴇᴄᴇᴍʙᴇʀ 1986) ᴡᴀs ᴀɴ ɪɴᴅɪᴀɴ ᴀᴄᴛʀᴇss ᴏғ ғɪʟᴍ, ᴛᴇʟᴇᴠɪsɪᴏɴ ᴀɴᴅ ᴛʜᴇᴀᴛʀᴇ. ʀᴇɢᴀʀᴅᴇᴅ ᴀᴍᴏɴɢ ᴛʜᴇ ғɪɴᴇsᴛ sᴛᴀɢᴇ ᴀɴᴅ ғɪʟᴍ ᴀᴄᴛʀᴇssᴇs ᴏғ ʜᴇʀ ᴛɪᴍᴇs,ᴘᴀᴛɪʟ ᴀᴘᴘᴇᴀʀᴇᴅ ɪɴ ᴏᴠᴇʀ 80ʜɪɴᴅɪ ᴀɴᴅ ᴍᴀʀᴀᴛʜɪ ғɪʟᴍs ɪɴ ᴀ ᴄᴀʀᴇᴇʀ ᴛʜᴀᴛ sᴘᴀɴɴᴇᴅ ᴊᴜsᴛ ᴏᴠᴇʀ ᴀ ᴅᴇᴄᴀᴅᴇ. ᴅᴜʀɪɴɢ ʜᴇʀ ᴄᴀʀᴇᴇʀ, sʜᴇ ʀᴇᴄᴇɪᴠᴇᴅ ᴛᴡᴏ ɴᴀᴛɪᴏɴᴀʟ ғɪʟᴍ ᴀᴡᴀʀᴅs ᴀɴᴅ ᴀ ғɪʟᴍғᴀʀᴇ ᴀᴡᴀʀᴅ. sʜᴇ ᴡᴀs ᴛʜᴇ ʀᴇᴄɪᴘɪᴇɴᴛ ᴏғ ᴛʜᴇ ᴘᴀᴅᴍᴀ sʜʀɪ, ɪɴᴅɪᴀ’s ғᴏᴜʀᴛʜ-ʜɪɢʜᴇsᴛ ᴄɪᴠɪʟɪᴀɴ ʜᴏɴᴏᴜʀ ɪɴ 1985. . . . . ____________________________________________ 🅟🅐🅖🅔 🅐🅓🅜🅘🅝 @karandeep.baidwan10 ____________________________________________ . . . ᴋɪɴᴅʟʏ ᴘʟᴇᴀsᴇ ғᴏʟʟᴏᴡ ᴛʜᴇ 🅐🅓🅜🅘🅝 ᴛᴏ ᴋɴᴏᴡ ᴍᴏʀᴇ ᴀʙᴏᴜᴛ sᴍɪᴛᴀ ᴘᴀᴛɪʟ ᴀɴᴅ ʙᴇ ᴀ ᴘᴀʀᴛ ᴏғ ᴋᴇᴇᴘɪɴɢ ʜᴇʀ ᴍᴇᴍᴏʀɪᴇs ᴀʟɪᴠᴇ. . . . . . . . . . #indianbeauty #smitapatil #instagram #followme #keepgoing #fan #smitapatilmemorialaward #smitapatilaward #smitapatilfilmfestival #instagood #followforlike #bollywood #classic #oldisgold #instagramer #webstagram #followmeplease #bazaar #movies #mumbai #shabanaazmi #respect #instabollywood #memories #youtube #youtuber #twitter #facebook ___💛_______________🌟_________________💛___ 🅝🅞🅣🅔 :- ɪғ ʏᴏᴜ ʟɪᴋᴇ ᴏᴜʀ ᴘᴀɢᴇ ᴛʜᴇɴ ᴘʟᴇᴀsᴇ sʜᴀʀᴇ ᴀɴᴅ sᴜᴘᴘᴏʀᴛ ❤❤

A post shared by Smita patil (@smitapatilfan) on

ସ୍ମିତା ପାଟିଲଙ୍କ ଫିଲ୍ମ କ୍ୟାରିଅରର ଯେତିକି ସଫଳ ଥିଲା ତାଙ୍କର ପର୍ସନାଲ ଲାଇଫ ସେତିି ବିବାଦ ଭରା ଥିଲା । ସ୍ମିତା ପାଟିଲ ରାଜ ବବର ଏବଂ ନାଦିରାଙ୍କ ବିବାହ ଭାଙ୍ଗିଛନ୍ତି ବୋଲି ସେତେବେଳେ ଚଚ୍ଚ ର୍ା ହୋଇଥିଲା । ରାଜ ବବର ଏବଂ ସ୍ମିତାଙ୍କ ସମ୍ପର୍କକୁ ନେଇ ସ୍ମିତାଙ୍କ ମା’ ଖୁସି ନଥିଲେ ।

ଅମିତାଭ ବଚ୍ଚନ ଯେତେବେଳେ କୁଲି ସେଟରେ ଆହତ ହୋଇଥିଲେ ତାର ଗୋଟିଏ ଦିନ ପୂର୍ବରୁ ସ୍ମିତା ତାଙ୍କୁ ଫୋନ କରି ତାଙ୍କ ହାଲଚାଲ ପଚାରିଥିଲେ । କାରଣ ସେ ସ୍ୱପ୍ନ ଦେଖିଥିଲେ ଅମିତାଭ ଗମ୍ଭୀର ଭାବେ ଆହତ ହୋଇଥିଲୋ ଏହାର ଖୁଲାସା ଖୋଦ ଅମିତାଭ ବଚ୍ଚନ କରିଥିଲେ ।

ପୁଅ ପ୍ରତୀକ ବବର ଜନ୍ମ ହେବାର କିଛି ଦିନ ପରେ ୧୩ ଡିସେମ୍ବର ୧୯୮୬ରେ ସ୍ମିତାଙ୍କର ନିଧନ ହୋଇଯାଇଥିଲା ।

 

 

View this post on Instagram

 

Smita patil ❤❤।। कृपा इस PAGE को FOLLOW करे और अपना प्यार दे।। 🙏 धन्यवाद 🙏 _______________________________________________ _________🅝🅞🅣🅔 :- sᴍɪᴛᴀ ᴘᴀᴛɪʟ (17 ᴏᴄᴛᴏʙᴇʀ 1955 – 13 ᴅᴇᴄᴇᴍʙᴇʀ 1986) ᴡᴀs ᴀɴ ɪɴᴅɪᴀɴ ᴀᴄᴛʀᴇss ᴏғ ғɪʟᴍ, ᴛᴇʟᴇᴠɪsɪᴏɴ ᴀɴᴅ ᴛʜᴇᴀᴛʀᴇ. ʀᴇɢᴀʀᴅᴇᴅ ᴀᴍᴏɴɢ ᴛʜᴇ ғɪɴᴇsᴛ sᴛᴀɢᴇ ᴀɴᴅ ғɪʟᴍ ᴀᴄᴛʀᴇssᴇs ᴏғ ʜᴇʀ ᴛɪᴍᴇs,ᴘᴀᴛɪʟ ᴀᴘᴘᴇᴀʀᴇᴅ ɪɴ ᴏᴠᴇʀ 80ʜɪɴᴅɪ ᴀɴᴅ ᴍᴀʀᴀᴛʜɪ ғɪʟᴍs ɪɴ ᴀ ᴄᴀʀᴇᴇʀ ᴛʜᴀᴛ sᴘᴀɴɴᴇᴅ ᴊᴜsᴛ ᴏᴠᴇʀ ᴀ ᴅᴇᴄᴀᴅᴇ. ᴅᴜʀɪɴɢ ʜᴇʀ ᴄᴀʀᴇᴇʀ, sʜᴇ ʀᴇᴄᴇɪᴠᴇᴅ ᴛᴡᴏ ɴᴀᴛɪᴏɴᴀʟ ғɪʟᴍ ᴀᴡᴀʀᴅs ᴀɴᴅ ᴀ ғɪʟᴍғᴀʀᴇ ᴀᴡᴀʀᴅ. sʜᴇ ᴡᴀs ᴛʜᴇ ʀᴇᴄɪᴘɪᴇɴᴛ ᴏғ ᴛʜᴇ ᴘᴀᴅᴍᴀ sʜʀɪ, ɪɴᴅɪᴀ’s ғᴏᴜʀᴛʜ-ʜɪɢʜᴇsᴛ ᴄɪᴠɪʟɪᴀɴ ʜᴏɴᴏᴜʀ ɪɴ 1985. . . . . ____________________________________________ 🅟🅐🅖🅔 🅐🅓🅜🅘🅝 @karandeep.baidwan10 ____________________________________________ . . . ᴋɪɴᴅʟʏ ᴘʟᴇᴀsᴇ ғᴏʟʟᴏᴡ ᴛʜᴇ 🅐🅓🅜🅘🅝 ᴛᴏ ᴋɴᴏᴡ ᴍᴏʀᴇ ᴀʙᴏᴜᴛ sᴍɪᴛᴀ ᴘᴀᴛɪʟ ᴀɴᴅ ʙᴇ ᴀ ᴘᴀʀᴛ ᴏғ ᴋᴇᴇᴘɪɴɢ ʜᴇʀ ᴍᴇᴍᴏʀɪᴇs ᴀʟɪᴠᴇ. . . . . . . . . . #indianbeauty #smitapatil #instagram #followme #keepgoing #fan #smitapatilmemorialaward #smitapatilaward #smitapatilfilmfestival #instagood #followforlike #bollywood #classic #oldisgold #instagramer #webstagram #followmeplease #bazaar #movies #mumbai #shabanaazmi #respect #instabollywood #memories #youtube #youtuber #twitter #facebook ___💛_______________🌟_________________💛___ 🅝🅞🅣🅔 :- ɪғ ʏᴏᴜ ʟɪᴋᴇ ᴏᴜʀ ᴘᴀɢᴇ ᴛʜᴇɴ ᴘʟᴇᴀsᴇ sʜᴀʀᴇ ᴀɴᴅ sᴜᴘᴘᴏʀᴛ ❤❤

A post shared by Smita patil (@smitapatilfan) on

ମିଡିଆ ରିପୋର୍ଟ ଅନୁସାରେ ମୃତ୍ୟୁ ପୂର୍ବରୁ ସ୍ମିତା ନିଜର ମେକଅପ ଆର୍ଟିଷ୍ଟ ଦୀପକ ସାୱନ୍ତଙ୍କ ଏକ ଶେଷ ଇଚ୍ଛା ସେୟାର କରିଥିଲେ । ସେ କହିଥିଲେ ମୁଁ ମରିବା ପରେ ମୋତେ ବଧୂ ରୂପରେ ସଜେଇଦେବ । ସେଥିପାଇଁ ସ୍ମିତା ପାଟିଲଙ୍କ ମୃତ୍ୟୁ ପରେ ତାଙ୍କୁ ବଧୁବେଶରେ ସଜାଯାଇଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More