Only for Entertainment

ମୁମ୍ବାଇରେ ୱିଲ ସ୍ମିଥ ଚଲାଇଲେ ରିକ୍ସା, କରଣ ଏବଂ ରଣବୀରଙ୍କ ସହ ମସ୍ତି କରୁଥିବାର ଆସିଲେ ନଜର !

bollywoodtadka
29

ହଲିଉଡ ଷ୍ଟାର ୱିଲ ସ୍ମିଥ ଏବେ ଭାରତରେ ବଲିଉଡ ଷ୍ଟାର୍ସଙ୍କ ସହ ଖୁବ ମସ୍ତି କରୁଥିବାର ନଜର ଆସିଛନ୍ତି । ଅସଲରେ ରଣବୀର ସିଂ, କରଣ ଜୋହର, ଟାଇଗର ଶ୍ରଫଙ୍କ ସେ ମସ୍ତି ଏବଂ ପାର୍ଟି କରିଥିଲେ । ସେ ଟାଇଗରଙ୍କ ଅପକମିଂ ଫିଲ୍ମରେ ‘ଷ୍ଟୁଡେଂଟ ଅଫ ଦ ଇୟର୨’ ସେଟରେ ପହଂଚିଛନ୍ତି । ଏହିଠାରୁ ସେ ସୋସିଆଲ ମିଡିଆରେ ସେ ଫଟୋ ଶେୟାର କରିଛନ୍ତି , ଯେଉଁଥିରେ ସେ ମସ୍ତି କରୁଥିବାର ନଜର ଆସିଛନ୍ତି । ସେ ଏହି ଫଟୋ ଶେୟାର କରି ଲେଖିଛନ୍ତି ଯେ ରଣବୀର ସିଂ ଏବଂ କରଣ ଜୋହରଙ୍କ ଠାରୁ ସେ ଡ୍ୟାନ୍ସ କରିବା ଶିଖୁଛନ୍ତି ।

 

View this post on Instagram

 

Behold the Big Williest! ?? @willsmith #legend

A post shared by Ranveer Singh (@ranveersingh) on

 

View this post on Instagram

 

Where there’s a WILL there’s a way!!!! @ranveersingh @willsmith shot today at the superb #sohohousemumbai

A post shared by Karan Johar (@karanjohar) on

 

View this post on Instagram

 

Learning the ropes of Bollywood from two of the best in the game! @karanjohar & @ranveersingh. ?: @alansilfen

A post shared by Will Smith (@willsmith) on

 

View this post on Instagram

 

This legend visited our set today!! ?❤️ @willsmith #SOTY2

A post shared by Ananya ??‍?? (@ananyapanday) on


ନିଜ ଭାରତ ଯାତ୍ରାରୁ ସ୍ମିଥ ଅନେକ ସାରା ସ୍ମୃତି ସାଉଁଟି ନିଜ ସହ ନେବା ଲାଗି ଚାହୁଁଥିବା ବେଳେ ଏଠାରେ ସେ ଖୁବ ଏନଜୟ ମଧ୍ୟ କରିଛନ୍ତି ।ଯେଉଁଥିରେ ସେ ଅଟୋ ଚାଳକ ଭାବେ ନଜର ଆସିଛନ୍ତି । ଯାହାର ଫଟୋ ସେ ସୋସିଆଲ ମିଡିଆରେ ଶେୟାର କରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More