Only for Entertainment

ସୋସିଆଲ ମିଡିଆରେ ଉଡୁଛି ସୋନାକ୍ଷୀ ସିହ୍ନାଙ୍କ ମଜାକ, ରାମୟଣକୁ ନେଇ କେବିସି ପ୍ରଶ୍ନର ଦେଲେ ଏପରି ଜବାବ

latestly
103

ଅମିତାଭ ବଚ୍ଚନଙ୍କ ଗେମ ଶୋ’ ‘କୌନ ବନେଗା କରୋଡପତି ୧୧’ର ଗତ କରମବୀର ଏପିସୋଡରେ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ସହାୟତା ଭାବେ ହଟ ସିଟରେ ନଜର ଆସିଥିଲେ । ଏଠାରେ ଅଭିତାଭ ବଚ୍ଚନ ରାମାୟଣକୁ ନେଇ ଏକ ପ୍ରଶ୍ନ କରିଥିଲେ । ଏହି ପ୍ରଶ୍ନର ଉତ୍ତର ସୋନାକ୍ଷୀ ଦେଇପାରିଲେ ନାହିଁ । ଏହାକୁ ନେଇ ଇଣ୍ଟରନେଟରେ ତାଙ୍କର ମଜାକ ଉଡିବାରେ ଲାଗିଛି ଏବଂ ଲୋକେ ତାଙ୍କୁ ଟ୍ରୋଲ କରୁଥିବା ଦେଖିବାକୁ ମିଳିଛି । ପ୍ରଶ୍ନ ଏତେ ସହଜ ଥିଲା ଯେ ଏହାର ଉତ୍ତର ଛୁଆ ବି ଦେଇପାରିବ କିନ୍ତୁ ସୋନାକ୍ଷୀ ପ୍ରଶ୍ନ ଶୁଣି କନଫ୍ୟୁଜ ନଜର ଆସିଥିଲେ ।

କେବିସିରେ ପ୍ରଶ୍ନ କରାଯାଇଥିଲା ଯେ, ‘ରାମାୟଣ’ରେ ହନୁମାନ କାହା ପାଇଁ ସଂଜୀବନୀ ବୁଟୀ ଆଣିଥିଲେ ? ଏହାର ଅପସନ ଶୁଣି ମଧ୍ୟ ସେ ଉତ୍ତର ଦେଇପାରିଲେ ନାହିଁ । ଏହାକୁ ନେଇ ସୋସିଆଲ ମିଡିଆରେ ଲୋକେ ସୋନାକ୍ଷୀଙ୍କୁ ଟ୍ରୋଲ କରିବାରେ ଲାଗିଛନ୍ତି ।

ଦେଖନ୍ତୁ-

 

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More