Only for Entertainment

ଗାଉନକୁ ନେଇ ଟ୍ରୋଲ ହେଲେ ସୋନାକ୍ଷୀ, ୟୁଜର୍ସ ଦେଲେ ଏପରି କମେଣ୍ଟ

NewsX
0 66

ବଲିଉଡ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ସୋସିଆଲ ମିଡିଆରେ ସର୍ବଦା ଆକ୍ଟିଭ ରହିଥାନ୍ତି । ଏହା ସହିତ ଫଟୋ ଏବଂ ଭିଡିଓ ମଧ୍ୟ ସେୟାର କରିଥାନ୍ତି । ନିକଟରେ ସୋନାକ୍ଷୀ ଇନଷ୍ଟାଗ୍ରାମରେ ଏପରି ଏକ ଫଟୋ ଶେୟାର କରିଛନ୍ତି ଯେଉଁଥିପାଇଁ ତାଙ୍କୁ ଟ୍ରୋଲ ହେବାକୁ ପଡିଛି ।

ସୋନାକ୍ଷୀ ନିକଟରେ ଇନଷ୍ଟାଗ୍ରାମରେ ଏକ ଫଟୋ ଶେୟାର କରିଥିଲେ । ଫଟୋରେ ସେ ଏହ ରେଡ କଲରର ଟ୍ରାନସପରେନ୍ଟ ଗାଉନ ପିନ୍ଧିଥିବା ନଜର ଆସିଛନ୍ତି । କିନ୍ତୁ ସୋନାକ୍ଷୀଙ୍କର ଏହି ଫଟୋ ତାଙ୍କ ଫ୍ୟାନ୍ସଙ୍କୁ ପସନ୍ଦ ଆସିନାହିଁ । ଏହାକୁ ନେଇ ତାଙ୍କ ଫ୍ୟାନମାନେ ଖୁବ ଟ୍ରୋଲ କରିଛନ୍ତି ।

cmnt

ଲୋକମାନେ ତାଙ୍କର ଏହି ଫଟୋରେ ଭିନ୍ନ ଭିନ୍ନ କମେଣ୍ଟ ଦେଇଛନ୍ତି । କିଏ ଆପମଙ୍କ ସଂସ୍କାର କୁଆଡେ ଗଲା ବୋଲି କମେଣ୍ଟ କରିଥିବା ବେଳେ ଅନ୍ୟ କେହି କହିଛନ୍ତି ଏହା କ’ଣ ପିନ୍ଧିଛ । ଯାହା ପାଉଛ ତାହା ପିନ୍ଧି ଦେଉଛ ବୋଲି କମେଣ୍ଟ କରି ଟ୍ରୋଲ କରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More