Only for Entertainment

ସୋନାକ୍ଷୀ ସିହ୍ନା କରାଇଲେ ବୋଲ୍ଡ ଫଟୋସୁଟ, ମେସି ହେୟାରରେ ଲୁକକୁ କଲେ କମ୍ପ୍ଲିଟ !

25

ବଲିଉଡ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା କିଛି ଦିନ ହେବ ‘କଳଙ୍କ’ ପ୍ରମୋଶନରେ ବ୍ୟସ୍ତ ଅଛନ୍ତି । ନିକଟରେ ସୋନାକ୍ଷୀ ହଟ ଫଟୋସୁଟ କରିଛନ୍ତି । ଏହାର ଫଟୋ ସୋନାକ୍ଷୀ ସିହ୍ନା ନିଜ ଇଂଷ୍ଟାଗ୍ରାମ ଅକାଉଂଟରେ ଶେୟାର କରିଛନ୍ତି ।

ଏହି ଫଟୋରେ ସେ ନୁଡଲ ଷ୍ଟ୍ରେପ ଡ୍ରେସରେ ଖୁବ ସୁନ୍ଦର ନଜର ଆସିଛନ୍ତି । ଆଖିକୁ ବୋଲ୍ଡ ଡିପ ଗ୍ରେ ଆଇଲାଇନରରେ ହାଇଲାଇଟ କରିଛନ୍ତି । ଏହାସହ ସେ ନ୍ୟୁଡ ଲିପଷ୍ଟିକ ଲଗାଇଛନ୍ତି । କେଶକୁ ମେସୀ ଲୁକ ମଧ୍ୟ ଦେଇଛନ୍ତି ।

ତାଙ୍କର ଲୁକ ସବୁଦିନ ଠାରୁ କିଛି ଭିନ୍ନ ନଜର ଆସିଥିଲା । ଏହି ଫଟୋକୁ ତାଙ୍କ ଫ୍ୟାନ୍ସମାନେ ଖୁବ ପସନ୍ଦ କରୁଛନ୍ତି । ଫିଲ୍ମ ବିଷୟରେ କହିବାକୁ ଗଲେ କଳଙ୍କ’ର କାହାଣୀ ହିନ୍ଦୁ ମୁସଲିମ ବିବାଦ ଉପରେ ଆଧାରିତ । କରଣ ଜୋହର ଏହି ଫିଲ୍ମକୂ ବଜେଟ ୮୦କୋଟିରେ ବନାଇଛନ୍ତି । ଯେବେଠାରୁ ଫିଲ୍ମର ସୁଟିଂ ଆରମ୍ଭ ହୋଇଛି ଫିଲ୍ମ ଚର୍ଚ୍ଚାରେ ରହିଛି । ଏହି ଫିଲ୍ମ ୧୭ଅପ୍ରେଲରେ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More