Only for Entertainment

ପ୍ରଥମ ଥର ଜହୀର ଇକବାଲଙ୍କ ସହିତ ଅଫେୟରକୁ ନେଇ ମୁହଁ ଖୋଲିଲେ ସୋନାକ୍ଷୀ, କହିଲେ ମୁଁ ଏବଂ ସେ………… ।

india today
22

ପ୍ରଥମ ଥର ସୋନାକ୍ଷୀଙ୍କୁ ନେଇ ଆସିଛି ଅଫେୟରର ଖବର । ତାହା ପୁଣି ଏଭଳି ବ୍ୟକ୍ତିଙ୍କ ସହିତ ଯାହାଙ୍କ ବାପା ହେଉଛନ୍ତି ସଲମାନଙ୍କ ସାଙ୍ଗ । ଆଜ୍ଞା ହଁ ଖବର ଅନୁସାରେ ସୋନକ୍ଷୀ ଯାହାଙ୍କୁ ଡେଟ କରୁଛନ୍ତି ସେ ସଲମାନଙ୍କ ଖୁବ ଜଣାଶୁଣା ବ୍ୟକ୍ତି । ସେ ହେଉଛନ୍ତି ଜହୀର ଇକବାଲ । ଜହୀରଙ୍କ ବାପା ଏବଂ ସଲମାନ ଖୁବ ଭଲ ବନ୍ଧୁ ।

ସୋନାକ୍ଷୀ ଏବଂ ଜହୀରଙ୍କୁ ଅଧିକାଂଶ ସ୍ଥାନରେ ସ୍ପଟ କରାଯାଇଛି । ଏହା ପରେ ପରେ ଅଫେୟର ଉଡ଼ିବାକୁ ଲାଗିଲା ଏବଂ କୁହାଗଲା ସୋନାକ୍ଷୀ ଏବଂ ଜହୀର ପରସ୍ପର ପ୍ରତି ଖୁବ ସିରିଅସ । ନିକଟରେ ସୋନାକ୍ଷୀ ଏହାକୁ ନେଇ ନୀରବତା ଭାଙ୍ଗିଛନ୍ତି । ସେ କହିଛନ୍ତିଯେ ଆମ ଦୁଇଜଣଙ୍କ ମଧ୍ୟରେ ସେହିଭଳି କୌଣସି ସଂପର୍କ ନାହିଁ । ଏହା କେବଳ ଏକ ଉଡ଼ା ଖବର ।

ଦୁଇଜଣ ଶେଷ ଥର ସଲମାନଙ୍କ ଜନ୍ମଦିନ ପାର୍ଟିରେ ନଜର ଆସିଥିଲେ । କହିରଖୁଛୁଯେ ସୋନାକ୍ଷୀଙ୍କ ଜନ୍ମଦିନରେ ଜହୀର ଖୁବ ଖାସ ଅନ୍ଦାଜରେ ଶୁଭେତ୍ସା ଜଣାଇଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More