Only for Entertainment

କ୍ୟାନସରକୁ ଜିତିବା ପରେ ସୋନାଲୀ ବେନ୍ଦ୍ରେଙ୍କ ପ୍ରଥମ ଫଟୋସୁଟ, ଶେୟାର କଲେ ସୁନ୍ଦର ଫଟୋ !

40

ଅଭିନେତ୍ରୀ ସୋନାଲୀ ବେନ୍ଦ୍ରେ ନ୍ୟୁୟର୍କରେ କ୍ୟାନସରର ଚିକିତ୍ସା କରି ଭାରତ ଫେରି ସାରିଛନ୍ତି । ଏବେ ସେ ନିଜ କାମ ଉପରେ ମଧ୍ୟ ଧ୍ୟାନ ଦେବା ଆରମ୍ଭ କଲେଣି । ନିକଟରେ ଏକ ଟିଭି ଚ୍ୟାନେଲ ଇଂଟରଭ୍ୟୁରେ ସୋନାଲୀ କ୍ୟାନସର ସହ କରିଥିବା ସଂଘର୍ଷ ବିଷୟରେ ଅନୁଭବ ବ୍ୟକ୍ତ କରିଥିଲେ । ସେ କହିଥିଲେ ବିନା କେଶରେ ସେ ଯେବେ ବି ଘରୁ ବାହାରନ୍ତି ତାଙ୍କୁ ସବୁବେଳେ ଡର ଲାଗେ ମାତ୍ର ସେ ନିଜକୁ ସବୁବେଳେ ବୁଝାନ୍ତି । ଏବେ ସୋନାଲୀ ଫ୍ୟାଶନ ମାଗାଜିନ ବୋଗ ପାଇଁ ନିଜର ଫଟୋସୁଟ କରାଇଛନ୍ତି ।

ଏହାସହ ସେ ଏକ ନିଜର ଏକ ଫଟୋ ଇନଷ୍ଟାଗ୍ରାମ ଅକାଉଂଟରେ ଶେୟାର କରିଛନ୍ତି । ଏହାସହ ସେ ଲେଖିଛନ୍ତି ତାଙ୍କର ଆଉଡିଆ ପିଲାଳିଆମୀ ଥିଲା ।

 

View this post on Instagram

 

The idea was almost preposterous. An almost bald head, barely any make-up and a huge scar was not the norm for @vogue. But, I guess that’s my new normal. Of course I had my reservations, and, if I dare say, insecurities – but a candid conversation with the lovely ladies @priya_tanna and @anaitashroffadajania cleared my doubts. And before I knew it, I was standing in front of the camera, ready to uncover my new reality. The icing on the cake was the fact that I needed one-third of the time for hair and make-up?. So I closed my eyes and jumped into it, full throttle, and this is the result. Thank you, @meghamahindru for telling my story; and thank you @ridburman for understanding my story and saying it so beautifully through your lens. If there’s a piece of advice I can give you all after this, it would be to ‘Find your new normal’. It’s very liberating. Click on the link in the bio to read the full article! #SwitchOnTheSunshine #OneDayAtATime

A post shared by Sonali Bendre (@iamsonalibendre) on

ଏହାବ୍ୟତୀତ ବୋଗ ଇଣ୍ଡିଆ ଇନଷ୍ଟାଗ୍ରାମରେ ସୋନାଲୀଙ୍କ ଫଟୋଗୁଡିକ ଶେୟାର କରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More