Only for Entertainment

ପୁଣିଥରେ ନୂଆ ଲୁକରେ ନଜର ଆସିଲେ ସୋନାଲି ବେନ୍ଦ୍ରେ !

SpotboyE
37

ସାମ୍ନାକୁ ଆସିଲା ଅଭିନେତ୍ରୀ ସୋନାଲି ବେନ୍ଦ୍ରେଙ୍କ ନୂଆ ଫଟୋ । କର୍କଟ ରୋଗରେ ପୀଡିତ ଥିବା ସୋନାଲିଙ୍କ ଆମେରିକାରେ ଚାଲିଛି ଚିକିତ୍ସା ।ଚିକିତ୍ସା ମଧ୍ୟରେ ସୋନାଲି ନିଜର କିଛି ଫଟୋକୁ ସୋସିଆଲ ମିଡିଆରେ ସେୟାର କରୁଥିବାବେଳେ ଏବେ ଇନଷ୍ଟାଗ୍ରାମରେ ନୂଆ ଫଟୋ ଜାରି କରିଛନ୍ତି । ନୂଆ ହେୟାର ଷ୍ଟାଇଲ ସହ ନଜର ଆସିଛନ୍ତି ସୋନାଲି ।

ସୋନାଲିଙ୍କ ନିଜ ହେୟାର ଡିଜାଇନ ସହ ଉଠାଇଥିବା ଫଟୋକୁ ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି ।ହେୟାର ଡିଜାଇନରଙ୍କୁ ଧନ୍ୟବାଦ ଦେଇ ସୋନାଲି ଲେଖିଛନ୍ତି କି ଜୀବନର କଷ୍ଟକର ପରିସ୍ଥିତିରେ ଏଭଳି କିଛି ଲୋକ ଆପଣଙ୍କୁ ଭେଟନ୍ତି ଯେଉଁମାନେ କି ଅଜଣା ବ୍ୟକ୍ତିରୁ ନିଜର ପାଲଟିଯାଆନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More