Only for Entertainment

ସାମ୍ନାକୁ ଆସିଲା ସୋନାଲୀ ବେନ୍ଦ୍ରେଙ୍କ ବାଲ୍ଡ ଲୁକ, ଫ୍ରେଣ୍ଡସିପ ଡେ’ରେ ଇମୋସନାଲ ହୋଇ ଶେୟାର କଲେ ଫଟୋ !

abpNEWS
0 76

କ୍ୟାନସର ଭଳି ରୋଗରେ ପୀଡିତ ଥିବା ଅଭିନେତ୍ରୀ ଏବଂ ଲେଖିକା ସୋନାଲି ବେନ୍ଦ୍ରେ ନିଜ ଲୁକ ସହ ସହମତି ଦେଇଛନ୍ତି ଏବଂ କହିଛନ୍ତି ବିନା କେଶରେ ମଧ୍ୟ ସମସ୍ତେ ସୁନ୍ଦର ଦିଶନ୍ତି ।ଏହି ଅଭିନେତ୍ରୀ ଆଜି ଫ୍ରେଣ୍ଡଶିପ ଡେ’ରେ ବନ୍ଧୁ ସୁଜେନ ଖାନଙ୍କ ସହ ଏକ ଫଟୋ ଶେୟାର କରିଛନ୍ତି, ଏହି ଫଟୋକୁ ଉତ୍ତୋଳନ କରିଛନ୍ତି ଅଭିନେତା ହ୍ରିତିକ ।

This is me. And in this moment, I am really happy. People give me strange looks when I say that now, but it’s true and I’ll tell you why. I am now paying attention to every moment, looking for every opportunity to find joy and #SwitchOnTheSunshine. Yes, there are moments of pain and low energy, but I am doing what I like, spending time with people I love, and feeling very loved and happy. I am extremely grateful to my friends, my pillars of strength, who at a moment’s notice, arrived to be with me and help me through this. In between their busy schedules they find time to visit, call, message, FaceTime… basically never leaving a moment for me to feel alone. Thank you for showing me what true friendship is. #HappyFriendshipDay, ladies. Blessed to have you all in my life (including the ones not in the picture… You know who you are) @gayatrioberoi @suzkr P.S. Nowadays I spend far less time getting ready because I don’t have to fuss over my hair! ?#BaldIsBeautiful #FindThePositive #OneDayAtATime Picture credit: @hrithikroshan

A post shared by Sonali Bendre (@iamsonalibendre) on

ସୋନାଲୀ ଫଟୋରେ ନିଜେ ଅଛନ୍ତି ଏବଂ ଏହି ରୂପରେ ସେ ଖୁବ ଖୁସି ଥିବା କ୍ୟାପଶନ ଲେଖିଛନ୍ତି । ସୋନାଲୀ ନିଜର ପ୍ରିୟ ଲୋକଙ୍କ ସହ ସମୟ ଅତିବାହିତ କରି ଖୁସି ଥିବା କହିଛନ୍ତି । ସେ ଏହା ମଧ୍ୟ କହିଛନ୍ତି ଯେ ସେ ତାଙ୍କ ବନ୍ଧୁ ମାନଙ୍କୁ ଧନ୍ୟବାଦ କରିବାକୁ ଚାହାନ୍ତି କାରଣ ତାଙ୍କ ବନ୍ଧୁ ମାନେ ଏହି କଠିନ ସମୟରେ ତାଙ୍କ ସହ ସ୍ତମ୍ଭ ହୋଇ ପାଖରେ ଛିଡା ହୋଇଛନ୍ତି । ସୋନାଲି ନିଜ ବନ୍ଧୁ ମାନଙ୍କୁ କୃତଜ୍ଞତା ଜଣାଇ ଫ୍ରେଣ୍ଡସିପ ଡେ’ର ଶୁଭେଚ୍ଛା ଜଣାଇଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More