Only for Entertainment

ହ୍ରିତିକ ଏବଂ ସୁଜେନଙ୍କ ସହ ଲଂଚ ଡେଟରେ ପହଂଚିଲେ ସୋନାଲୀଙ୍କ ପରିବାର, ଫଟୋ ଶେୟାର କରି ଲେଖିଲେ କିଛି ଏଭଳି !

49

ବଲିଉଡ ଅଭିନେତା ହ୍ରିତିକ ରୋଶନ ଏବଂ ସୁଜୈନଙ୍କ ଛାଡପତ୍ର ହେବାର ୪ବର୍ଷ ପରେ ମଧ୍ୟ ଦୁହିଁଙ୍କ ଭିତରେ ଖୁବ ଭଲ ବଣ୍ଡିଂ ରହିଛି । ଗତକାଲି ମଧ୍ୟାହ୍ନରେ ହ୍ରିତିକ ଏବଂ ସୁଜୈନ ନିଜ ଦୁଇ ଜାଆଁଳା ପିଲାଙ୍କ ସହ ଲଂଚ ଡେଟରେ ଯାଇଥିଲେ । ଏହି ଡେଟରେ ତାଙ୍କ ସହ ସୋନାଲୀ ବେନ୍ଦ୍ରେ ତାଙ୍କ ସ୍ୱାମୀ ଏବଂ ପୁଅ ସହ ସେଠାରେ ଉପସ୍ଥିତ ଥିଲେ ।

 

View this post on Instagram

 

Sundays are for brunchin’ with family!

A post shared by Goldie Behl (@goldiebehl) on

ଏହି ଲଂଚ ଡେଟର ଫଟୋ ଗୋଲ୍ଡି ବେହେଲ ତାଙ୍କ ଟ୍ୱିଟର ଅକାଉଂଟରେ ଶେୟାର କରିଛନ୍ତି । ଯେଉଁଥିରେ ହ୍ରିତିକଙ୍କ ପରିବାର ଏବଂ ସୋନାଲୀଙ୍କ ପରିବାର ଏକାଠି ନଜର ଆସିଛନ୍ତି ।


ଏଠାରେ ସୋନାଲୀଙ୍କ ବିଷୟରେ କହିବାକୁ ଗଲେ ୧ବର୍ଷ ଚିକିତ୍ସା ପରେ କିଛି ଦିନ ହେବ ସେ କ୍ୟାନସରକୁ ବାଜିମାତ ଦେଇ ଭାରତ ଫେରିଛନ୍ତି ଏବଂ କ୍ୟାନସରକୁ ନେଇ ଲୋକଙ୍କୁ ସଚେତନ କରୁଛନ୍ତି । ଏକ ଖରାପ ସମୟରୁ ବର୍ତ୍ତି ସେ ପରିବାର ସହ ଭଲରୁ ଭଲ ସମୟ ବିତାଉଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More