Only for Entertainment

ମୁମ୍ବାଇ ଫେରିଲେ ସୋନାଲି ବେନ୍ଦ୍ରେ, ପତି ଗୋଲ୍ଡି କହିଲେ ଚିକିତ୍ସା ପୁରା ହୋଇଛି କିନ୍ତୁ…

India Forums
40

ନ୍ୟୁୟର୍କରେ କିଛି ଦିନରୁ କ୍ୟାନସରର ଚିକିତ୍ସା କରାଉଥିବା ଅଭିନେତ୍ରୀ ସୋନାଲି ବେନ୍ଦ୍ରେ ପରିବାର ସହ କିଛି ସମୟ ବିତାଇବା ପାଇଁ ମୁମ୍ବାଇ ଫେରିଛନ୍ତି । ସେନାଲି ନିଜ ଇଂଷ୍ଟାଗ୍ରାମ ପୋଷ୍ଟ ଜରିଆରେ ରବିବାର ଏହି ବିଷୟରେ ସୂଚନା ଦେଇଥିଲେ । ନ୍ୟୁଜ ଏଜେନ୍ସି ଏଏନଆଇ ଅନୁସାରେ ସୋନାଲି ମୁମ୍ବାଇରେ ପହଁଚିଛନ୍ତି । ଏହାକୁ ନେଇ ସୋନାଲିଙ୍କ ପତି ଗୋଲ୍ଡି ବେହଲ କହିଛନ୍ତି ଯେ, ସୋନାଲି ଖୁବ ଶୀଘ୍ର ସୁସ୍ଥ ହେଉଛନ୍ତି । ଏବେ ପାଇଁ ଚିକିତ୍ସା ପୁରା ହୋଇଛି । କିନ୍ତୁ ଏହି ରୋଗ ପୁଣିଥରେ ଆସିପାରେ ସେଥିପାଇଁ ଲଗାତାର ଚେକଅପ କରିବାକୁ ପଡିବ ।

sonali
କହିରଖୁଛୁ ଯେ, ମୁମ୍ବାଇ ଫେରିବା ପରେ ସୋନାଲି ନିଜର ଏକ ଫଟୋ ସହିତ ଲମ୍ବା ପୋଷ୍ଟ ଲେଖି ଘରକୁ ଫେରିବାର ସୂଚନା ଦେଇଥିଲେ ।

 

View this post on Instagram

 

They say “Distance makes the heart grow fonder”. It sure does. But let’s never underestimate what distance teaches you. Being away from home in the city of New York, I realized I was walking amongst so many stories. Each trying to write their own chapter in different ways. Each struggling to do it but never giving up. Each taking it #OneDayAtATime. And now I’m on my way back to where my heart is. It’s a feeling I can’t describe in words but I’m going to try – it’s the joy to see my family and friends again, the excitement to do what I love and mainly the gratitude for the journey I’ve had up until this moment. The fight is not yet over…but I’m happy and looking forward to this happy interval 🙂 It’s time to learn that there is a new normal out there and I can’t wait to embrace it and #SwitchOnTheSunshine. #NowPlaying #AdventureOfALifeTime? And as my adventure with life continues these words by Chris Martin hit home, “Everything you want is a dream away. Under this pressure, under this weight We are diamonds taking shape…”

A post shared by Sonali Bendre (@iamsonalibendre) on

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More