Only for Entertainment

ପାପାଙ୍କ ସହିତ କାମ କରିବାକୁ ନେଇ ସୋନମଙ୍କ ସ୍ୱପ୍ନ ପୂରଣ ହେଲା,ଏକ ଲଡ଼କୀ କୋ ଦେଖା ତୋ…..ଟିଜର ରିଲିଜ ।

amarujala
0 30

ସୋନମ କପୁର ଏବଂ ଅନିଲ କପୁର ଖୁବଶୀଘ୍ର ‘ଏକ ଲଡ଼କୀ କୋ ଦେଖା ତୋ ଏସା ଲଗା’ରେ ସ୍କ୍ରିନ ସେୟାର କରିବେ । ଫିଲ୍ମର ପ୍ରଥମ ପୋଷ୍ଟର ରିଲିଜ ହୋଇସାରିଛି । ସୋନମ ତାଙ୍କ ଟ୍ୱିଟର ଆକାଉଂଟରେ ଏହା ସେୟାର କରିଛନ୍ତି । ଯେଉଁଥିରେ ସୋନମ କ୍ୟୁଟ ଅନ୍ଦାଜରେ ନଜର ଆସିଛନ୍ତି ।

ଟିଜର ଆରମ୍ଭରେ ସେହି ଗୀତ ନଜର ଆସିଛି । ଏହା ଅନିଲ କପୁରଙ୍କ ଫିଲ୍ମ ୧୯୪୨ : ଏ ଲଭ ଷ୍ଟୋରୀ’ର ଗୀତ । ପୁଣିଥରେ କାହାଣୀ ଆରମ୍ଭ ହେଉଛି ୨୦୧୮ରୁ । ତେବେ ସୋନମ ଏବଂ ଅନିଲ ପାପା ଓ ଝିଅ ଚରିତ୍ରରେ ନଜର ଆସିବେ । ବିଧୂ ବିନୋଦ ଚୋପ୍ରା ଏବଂ ରାଜକୁମାର ହିରାନୀ ଏହାକୁ ପ୍ରଡ୍ୟୁସ କରୁଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More