Only for Entertainment

ମେହେନ୍ଦୀ ସମାରୋହରେ ମସ୍ତି ଭରା ଅନ୍ଦାଜରେ ନଜର ଆସିଲେ ସୋନମ କପୁର, ଦେଖନ୍ତୁ ଭିଡିଓ

zee news
0 40

ବଲିଉଡ ଅଭିନେତ୍ରୀ ସୋନମ କପୁର ଖୁବ ଶୀଘ୍ର ବିବାହ ବନ୍ଦନରେ ବାନ୍ଧି ହେବା ପାଇଁ ଯାଉଛନ୍ତି । ବିବାହ ପୂର୍ବର ବିଧି ବିଧାନ ମଧ୍ୟ ଆରମ୍ଭ ହୋଇସାରିଛି । ସୋନମ ନିଜ ବିବାହକୁ ନେଇ ଖୁବ ଉତ୍ସାହିତ ମଧ୍ୟ ଅଛନ୍ତି । ସୋନମ ନିଜ ମେହେନ୍ଦୀ ସେରେମୋନିରେ ଖୁବ ମସ୍ତି କରୁଥିବା ଦେଖିବାକୁ ମିଳିଛି ।

ରବିବାର ଆୟୋଜନ ସୋନମଙ୍କ ମେହେନ୍ଦୀ ସେରେମୋନିର ଆୟୋଜନ କରାଯାଇଥିଲା । ସୋସିଆଲ ମିଡିଆରେ ସୋନମଙ୍କ ମେହେନ୍ଦୀ ସେରେମୋନିର କିଛି ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି ।

 


ଏହି ଭିଡିଓରେ ସୋନମ ଖୁବ ଖୁସି ଥିବା ନଜର ଆସିଛନ୍ତି । କେବଳ ସୋନମ ନୁହେଁ ପିତା ଅନୀଲ କପୁର ଏବଂ ପୁରା ପରିବାର ମହେନ୍ଦୀ ଫଙ୍କସନକୁ ଏଞ୍ଜୟ କରୁଥିବା ଦେଖିବାକୁ ମିଳିଛି ।

ଦେଖନ୍ତୁ ମେହେନ୍ଦୀ ସେରେମୋନିର କିଛି ଭିଡିଓ…

 

Celebration Time! Anil Kapoor, Sunita Kapoor and Sonam Kapoor dance at the mehendi ceremony! ?? * * * Check out: Sonam Kapoor and Anand Ahuja dance their heart out at their mehendi ceremony. ? Sonam Ki Mehendi ? ______________________________ • All credits to the photographer/ owner • • Follow: @sonamkapoorwedding ? #sonamkapoor #sonamakapoor #sonamkapoorfan #sonamkapoorfc #sonamkapoorfans #sonamkapoorfashion #sonamkapoorobsessed #anandahuja #rheakapoor #anilkapoor #jhanvikapoor #bollywood #dubai #saudiarabia #lahore #pakistan #mumbai #sonamkishaadi #sonamkapoorwedding #sonamanand #sonamwedsanand #varundhawan #arjunkapoor #karanjohar #sonamkimehndi #everydayphenomenal #happybride #bridetobe #bridestory #mehndi

A post shared by IndianWeddingJournal (@sonamkapoorwedding) on

For all you non-industry peeps, this munda is Kunal Rawal… designer and also a bestie to AK, VD & RK (if you can’t understand these than shame on your for being a @voompla follower????)…. cray cray scenes from tonight’s mehendi ceremony at Anil Kapoor’s home!! And btw he designed the red kurta that Arjun wore tonight…. FOLLOW ? @voompla INQUIRIES ? @ppbakshi . #voompla #bollywood #kunalrawal #ranbirkapoor #arjunkapoor #sonamkishaadi #sonamwedsanand #bollywoodstyle #bollywoodfashion #bollywoodactress #mumbaidiaries #mumbai #abhitohpartyshuruhuihai #badshah #letsgetthepartystarted #partytym #fullonmasti #mastitime #dhamaal #jhakaas #desimunde #handsomemunde #desiboys #dostkishaadi #yaarkishaadi #delhidiaries #desigirl #indianactress #bollywoodactresses #bollywoodstylefile

A post shared by Voompla (@voompla) on

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More