Only for Entertainment

ପତି ଆନନ୍ଦ ନୁହଁନ୍ତି ବରଂ ଏହି ବ୍ୟକ୍ତି ନିଜ ଶରୀରରେ ଲେଖିଛନ୍ତି ସୋନମଙ୍କ ନାମ ।

bollywood tadka
0 55

ସୋନମ ଏବଂ ଆନନ୍ଦଙ୍କ ବିବାହ ଏବେ ମଧ୍ୟ ଚର୍ଚ୍ଚାରେ ରହିଛି । ନିକଟରେ ଆନନ୍ଦଙ୍କୁ ଛାଡ଼ି ସୋନମ ଏକା କାନ୍ସ ଯାଇଥିଲେ । କିନ୍ତୁ ମୁମ୍ବାଇରେ ଜଣେ ଏଭଳି ବ୍ୟକ୍ତି ଅଛନ୍ତି ଯିଏ ପତି ଆନନ୍ଦଙ୍କଠାରୁ ସୋନମଙ୍କୁ ଅଧିକ ଭଲ ପାଆନ୍ତି ଓ ତାଙ୍କୁ ଖୁବ ମନେ ପକାଉଛନ୍ତି । ଏହା ବ୍ୟତୀତ ସେ ସୋନମଙ୍କ ନାମରେ ଟାଟୁ ମଧ୍ୟ କରିଛନ୍ତି ।

ବାସ୍ତବରେ ସୋନମଙ୍କ ଭାଇ ଓ ବଲିଉଡ ଆକ୍ଟର ହର୍ଷବର୍ଦ୍ଧନ କପୁର ଅଭିନେତ୍ରୀଙ୍କ ନାମର ଟାଟୁ କରିଛନ୍ତି । କେବଳ ସୋନମ ନୁହଁନ୍ତି ବରଂ ଭଉଣୀ ରୀୟାଙ୍କ ନାମରେ ମଧ୍ୟ ଟାଟୁ କରିଛନ୍ତି । ସେ ତାଙ୍କ ପିଠିରେ ଏହି ଟାଟୁ କରିଛନ୍ତି । ତେବେ ଭଉଣୀଙ୍କ ବିବାହ ପରେ ହର୍ଷବଦ୍ଧନ ଆଗାମୀ ଫିଳ୍ମ ଭାବେଶଯୋଶୀର ପ୍ରମୋଶନରେ ବ୍ୟସ୍ତ ହୋଇ ଯାଇଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More