Only for Entertainment

ସୋସିଆଲ ମିଡିଆରେ ଟ୍ରଲ ହେଲେ ସୋନମ, ଜାଣନ୍ତୁ କ’ଣ ରହିଛି କାରଣ ।

facebook
0 70

ସୋସିଆଲ ମିଡିଆର ସ୍ଥାନ ଏବେ ଏଭଳି ଏକ ସ୍ଥାନରେ ରହିଛି ଯେଉଁଥିପାଇଁ ସେ ରାଜା ହୋଇଯାଇଛି । ତା’ ସହିତ ଟ୍ରଲ ହେବା କଥା ସବୁଠାରୁ ନିଆରା । ପ୍ରତିଦିନ ବଡ଼ ବଡ଼ ସେଲିବ୍ରେଟୀ ମାନେ ଏହାର ଶୀକାର ହେଉଛନ୍ତି । ଏହା ଖୁବ ସାଧାରଣ କଥା ପାଲଟି ଯାଇଛି । ତେବେ ଏଥିରୁ ବାଦ ପଡ଼ିନାହାଁନ୍ତି ଅଭିନେତ୍ରୀ ସୋନମ କପୁର । ସୋନମ ନିଜ ଟ୍ୱିଟର ହ୍ୟାଣ୍ଡେଲରେ କଂଗ୍ରେସକୁ ଅନୁସରଣ କରୁଥିଲେ । ଏହାପରେ ଲୋକ ସୋନମଙ୍କ ଉପରେ କମେଂଟ କରିବାକୁ ଲାଗିଲେ ।

ବାସ୍ତବରେ କଂଗ୍ରେସର ଅଫିସିଆଲ ଆକାଉଂଟକୁ ଅନୁସରଣ କରିବା ପରେ କଂଗ୍ରେସ ସୋନମଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସେ ଲେଖିଥିଲେଯେ “ଆମକୁ ଅନୁସରଣ କରିଥିବାରୁ ଧନ୍ୟବାଦ, ଆପଣ ସୁନ୍ଦର ଏବଂ ପ୍ରେରିତ କରନ୍ତି । ବୀରେ ଦି ୱେଡିଙ୍ଗର ଅପେକ୍ଷାରେ” ।

ଏହି ସମୟରେ ସୋସିଆଲ ମିଡିଆରେ ଗୋଟିଏ ପରେ ଗୋଟିଏ କମେଂଟ ଦେଖିବାକୁ ମିଳିଥିଲା ବ୍ୟବହାରକାରୀଙ୍କ ତରଫରୁ । ଯେଉଁଥିପାଇଁ ଟ୍ରଲ ହେଲେ ସୋନମ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More