Only for Entertainment

ଦେଖନ୍ତୁ ବିନା ମେକ ଅପରେ କେମିତି ଦେଖାଯାଆନ୍ତି ସୋନମ କପୁର ।

bollywood tadka
0 55

ବଲିଉଡ ଅଭିନେତ୍ରୀ ସୋନମ କପୁର ନିଜ ବିବାହକୁ ନେଇ ଖୁବ ଚର୍ଚ୍ଚାରେ ଅଛନ୍ତି । ସେ ଏହି ମାସ ୨୯ ତାରିଖରେ ବଏଫ୍ରେଣ୍ଡ ଆନନ୍ଦ ଆହୁଜାଙ୍କୁ ବିବାହ କରିବେ ।

 


ନିକଟରେ ସୋନମ ମୁମ୍ବାଇର ଜୁହୁ ଠାରେ ସ୍ପଟ ହୋଇଛନ୍ତି । ଯେଉଁଠାରେ ସେ ଖୁବ ସିମ୍ପଲ ଲୁକରେ ନଜର ଆସିଛନ୍ତି । ସବୁବେଳେ ଷ୍ଟାଇଲକୁ ନେଇ ଚର୍ଚ୍ଚାରେ ରହୁଥିବା ସୋନମ ଖୁବ ସାଧାରଣ ଲାଗୁଥିଲେ ।

ସୋନମଙ୍କ ଡ୍ରେସିଙ୍ଗ ସେନ୍ସକୁ ଲୋକ ଖୁବ ପସନ୍ଦ କରନ୍ତି । କେବଳ ସେତିକି ନୁହେଁ ସେ ସୋସିଆଲ ସାଇଟରେ ଖୁବ ଆକ୍ଟିଭ ରୁହନ୍ତି ଏବଂ ଏହାକୁ ମଧ୍ୟ ଲୋକ ଖୁବ ପସନ୍ଦ କରୁଛନ୍ତି । ତେବେ ସେ ସ୍ପା କରିବାକୁ ଯାଉଥିଲେ ବୋଲି ଶୁଣିବାକୁ ମିଳିଥିଲା । ତେବେ ସୋନମଙ୍କ ବିବାହ ପ୍ରସ୍ତୁତିରେ ସମଗ୍ର କପୁର ପରିବାର ଲାଗିପଡ଼ିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More