Only for Entertainment

ଲଭରାତ୍ରୀର ପ୍ରଥମ ଗୀତ ରିଲିଜ,ସଲମାନ କହିଲେ ‘ଡ୍ୟାନ୍ସ ତୋ ବନତା ହେ’ ।

aajtak
0 40

ସଲମାନଙ୍କ ଭିଣୋଇ ଆୟୁଷ ଶର୍ମା ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି । ପୂର୍ବରୁ ଫିଲ୍ମର ଟ୍ରେଲର ରିଲିଜ ହୋଇଥିଲା,ଏବେ କିନ୍ତୁ ତାହାର ପ୍ରଥମ ଗୀତ ରିଲିଜ ହୋଇଛି । ଫିଲ୍ମକୁ ନେଇ ଆୟୁଷ ଖୁବ ଉତ୍ସାହିତ ଥିବା ଜଣାପଡ଼ୁଛି । କେବଳ ସେତିକି ନୁହେଁ ଏହି ଫିଲ୍ମର ଟ୍ରେଲର ଦେଖିବା ପରେ ପ୍ରିୟଙ୍କା ଚୋପ୍ରା ମଧ୍ୟ ଗୁଡ ଲକ ଜଣାଇଥିଲେ ଆୟୁଷଙ୍କୁ । ତେବେ ସେ ସଲମାନଙ୍କୁ ମନାଇବାକୁ ଏଭଳି କରୁଛନ୍ତି ବୋଲି ଶୁଣିବାକୁ ମିଳିଥିଲା । ତାହା ଯାହା ମଧ୍ୟ ହେଉ,ଆୟୁଷ କିନ୍ତୁ ଖୁବ ଉତ୍ସାହିତ ଅଛନ୍ତି । ସବୁ ପରେ ଏହାଯେ ସଲମାନଙ୍କ ଫ୍ରଡକ୍ସନ ହାଉସରେ ନିର୍ମାଣ କରାଯାଉଛି ।

 

ସବୁଠାରୁ ଖାସ କଥା ହେଉଛି ସେ ସଲମାନଙ୍କ ଭିଣୋଇ । ଖୁସି ହେବା ତ ସ୍ୱଭାବିକ କଥା । ଫିଲ୍ମର ପୋଷ୍ଟର ରଲିଜ ସମୟରେ ଆୟୁଷ ଖୁସି ଥିବା ନଜର ଆସିଥିଲା,ତେବେ ଆଜି ଫିଲ୍ମର ଏକ ଗୀତ ରିଲିଜ ହୋଇଛି । ଯାହାକୁ ନେଇ ସଲମାନ କେଂମଟ ଦେଇଛନ୍ତିଯେ ଡ୍ୟାନ୍ସ ତୋ ବନତା ହୈ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More