Only for Entertainment

ଆଜି ମଧ୍ୟ ମନେ ପଡ଼େ ସୋନୁ ନିଗମଙ୍କ ଗାୟିକିରେ ଏହି ଲୋକପ୍ରିୟ ଓଡ଼ିଆ ଗୀତ

Amar Ujala
184

ଚାଲ ବେଗି ବେଗି ଯିବା ସଙ୍ଗାତ, ଆଲୋ ମିତଣୀ, ପଇଡ଼ ଭିତରେ ପାଣି ଆଦି ଲୋକପ୍ରିୟ ଗୀତ ଗାଇ ଓଡ଼ିଶା ଲୋକଙ୍କ ହୃଦୟରେ ଏକ ସୁନ୍ଦର ସ୍ଥାନ ସୃଷ୍ଟି କରିଥିଲେ ବଲିଉଡର ଲୋକପ୍ରିୟ ଗାୟକ ସୋନୁ ନିଗମ । ୨୦୦୮ ମସିହା ପରଠାରୁ ଲୋକପ୍ରିୟ ସମସ୍ତ ଭଜନ ଏବଂ ଅନ୍ୟ ରୋମାଂଟିକ ଗୀତ ଗାଇ ସୋନୁ ନିଗମ ଓଡ଼ିଶାର ଫିଲ୍ମ ଏବଂ ଆଲବମ ଇଣ୍ଡଷ୍ଟ୍ରିରେ ଖୁବ ନାମ କମାଇଛନ୍ତି । ଆଜି ସୋନୁ ନିଗମଙ୍କ ୪୬ ତମ ଜନ୍ମଦିନ । ତାଙ୍କ ଜନ୍ମଦିନରେ ଚାଲନ୍ତୁ ମନେ ପକାଇବା କିଛି ପୁରୁଣା ଲୋକପ୍ରିୟ ଗୀତ, ଯାହାକୁ ଆଜି ମଧ୍ୟ ଶୁଣିବା ମାତ୍ରେ ଆପଣ ଗୁଣୁ ଗୁଣୁ ନ ହୋଇ ରହିପାରନ୍ତି ନାହିଁ ।

ସୋନୁ ନିଗମଙ୍କ ପ୍ରସିଦ୍ଧ ଲୋକପ୍ରିୟ ଯାହା ଆଜି ମଧ୍ୟ ଆପଣଙ୍କୁ ବାରମ୍ବାର ଶୁଣିବାକୁ ଭଲ ଲାଗେ ତାହାର ନାମ ଆପଣ କମେଂଟ ବକ୍ସରେ ଜଣାଇ ପାରିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More