Only for Entertainment

ସୋନି ପିକ୍ଚର ଦ୍ୱାରା ବଡ ତ୍ରୁଟି, ଟ୍ରେଲର ପରିବର୍ତ୍ତେ ୟୂଟ୍ୟୁବରେ ଅପଲୋଡ କରିଦେଲେ ଫିଲ୍ମ ।

Amarujala
0 62

ସୋନି ପିକ୍ଚର ଏଂଟରଟେନମେଂଟ ଦ୍ୱାରା ହୋଇଥିବା ଏକ ବଡ ଭୂଲ ଲୋକଙ୍କ ପାଇଁ ହେଲା ବଡ ଫାଇଦା । ଅସଲରେ ସୋନି ପିକ୍ଚର୍ସ ଫିଲ୍ମ ‘ଖଲି ଦ କିଲର’ଟ୍ରେଲର ଜାଗାରେ ପୂରା ଫିଲ୍ମ ଅପଲୋଡ କରିଦେଇଛନ୍ତି ।

ହଲିଉଡ ରିପୋର୍ଟ ମୂତାବିକ, ସୋନି ‘ଖଲି ଦ କିଲର’ଅଫିସିଆଲ ରେଡ ବ୍ୟାଣ୍ଡ ଟ୍ରେଲର କ୍ୟାପଶନ ସହ ଏହାକୁ ଅପଲୋଡ କରିଥିଲେ । ୯୦ମିନିଟର ଏହି ଫିଲ୍ମର ନିର୍ଦ୍ଦେଶନା ଏବଂ ଲେଖନ କରିଥିଲେ ଜନ ମାଥ୍ୟୁ କରିଛନ୍ତି ।

ସୋନିର ଏହି ଭୂଲ ସର୍ବପ୍ରଥମେ ଏଂଟରଟେନମେଂଟ ନ୍ୟୁଜ ସାଇଟ ସିବିଆଇ ଡଟ କମ ନଜର ଆସିଥିଲା । ମାତ୍ର ଏବେ ଏହି ଫିଲ୍ମ ଲିଙ୍କ ହଟାଇ ଦିଆଯାଇଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More