Only for Entertainment

ପୁଣିଥରେ ସୋଫିୟାଙ୍କ ଟାର୍ଗେଟରେ ସଲମାନ, କହିଲେ ଟଙ୍କା ଦେଇ ମିଳିଲା ଜାମିନ ।

aajtak
0 41

ସଲମାନଙ୍କୁ କୃଷ୍ଣକାୟ ମୃଗ ଶୀକାର ମାମଲାରେ ଜାମିନ ମିଳିବା ପରେ ସମସ୍ତେ ଖୁସି ଥିବା ନଜର ଆସିଛି । ସେଥିପାଇଁ ଫ୍ୟାନ୍ସମାନେ ମିଠା ମଧ୍ୟ ବାଂଟିଛନ୍ତି । କିନ୍ତୁ ଏହି ଘଟଣାରେ ଅଭିନେତ୍ରୀ ଏବଂ ଏକ୍ସ ବିଗ ବସ ପ୍ରତିଯୋଗୀ ସୋଫିୟା ହୟାତ ଦୁଃଖି ଥିବ ନଜର ଆସିଛି ।

The important papers submitted by Salman Khans lawyers to get him bail. Ahh..if everyone had these kind of papers..there would be no need for court systems or judges or even a justice system! Well done India!! You have proved that corruption in India is far stronger than any sort of justice. So..inject yourself with steroids, teach the young its ok to kill animals and people and abuse women..throw a few dance moves in pants that are far too tight…. and as long as you have these documents..you are king in India! They say Tiger Zinda hai..but in reality it is an endagered species…soon to be extinct .. let the real hearts rise..I am so sorry to all of you who actually had hope in the Indian Justice system. . Keep fighting for the truth..because the truth prevails in the end. Namaste Shalom salaam.

A post shared by Sofia Hayat (@sofiahayat) on

ସୋସିଆଲ ମିଡିଆରେ ସୋଫିୟା ସଲମାନଙ୍କ ବିରୋଦ୍ଧ କରି ଇଣ୍ଡିଆନ କରେନ୍ସିର ଫଟୋ ପୋଷ୍ଟ କରିଛନ୍ତି । ସେଥିରେ ସେ ଲେଖିଛନ୍ତିଯେ ଏହି ଜରୁରୀ କାଗକୁ ଜମା କରିବା ପରେ ସଲମାନଙ୍କୁ ଜାମିନ ମିଳିଛି । ଯଦି ସମସ୍ତଙ୍କ ନିକଟରେ ଏହି କାଗଜ ଅଛି ତେବେ କୋର୍ଟ ଯିବା କିଛି ଆବଶ୍ୟକତା ନାହିଁ । ସଲମାନ ଏହି କଥାକୁ ପ୍ରମାଣିତ କରିଛନ୍ତିଯେ ଭାରତରେ ନ୍ୟାୟ ଅପେକ୍ଷା ଭ୍ରଷ୍ଟାଚାର ଅଧିକ ବିସ୍ତାରିତ ହୋଇ ରହିଛି ।

 

 

ଏହା ବ୍ୟତୀତ ସଲମାନଙ୍କୁ ଦଣ୍ଡ ମିଳିବା ପରେ ସୋଫିୟା ଖୁବ ଖୁସି ଥିଲେ । ଏହା ସହିତ ଏକ ଫଟୋ ମଧ୍ୟ ସେୟାର କରିଥଲେ ଯେଉଁଥିରେ ମିଲଟି ଲେଖା ଯାଇଥିଲା ଏବଂ ବିଙ୍ଗ ହ୍ୟୁମାନରୁ ବିଙ୍ଗ କାଟି ଦେଇ ନୋ ମୋର ହ୍ୟୁମାନ ଲେଖିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More