Only for Entertainment

ଭାଉଜ ସେୟାର କଲେ ପିଲାଦିନର ସ୍ମୃତି, କହିଲେ କିଭଳି ମନାଇଲେ ଜନ୍ମଦିନ ।

thehindu.com
0 42

ଗତକାଲି ଜନ୍ମାଷ୍ଟମୀ ଉପଲକ୍ଷେ ଟିଭି କଳାକାର ସୌମ୍ୟା ଟଣ୍ଡନ ଏବଂ ଅଭିଷେକ ବଜାଜ ଜନ୍ମାଷ୍ଟମୀ ସହିତ ଜଡ଼ିତ କିଛି ସ୍ମୃତି ସେୟାର କରିଛନ୍ତି । ସୌମ୍ୟା କହିଛନ୍ତିଯେ ଏହି ଦିନ ସେ ବ୍ରତ କରନ୍ତି ଏବଂ ତାଙ୍କ ମା ଥାଳିରେ ଖାଦ୍ୟ ଆଣିବା ପରେ ସେ ତାହା ଖାଆନ୍ତି,ଏହି ଖାଦ୍ୟ ଖୁବ ସୁସ୍ୱାଦକର । ସେ କହିଛନ୍ତିଯେ ପିଲାଦିନେ ମୋର ସମସ୍ତ ବନ୍ଧୁ ମୋ ଘରକୁ ଆସି ଏହି ଥାଳିର ଆନନ୍ଦ ନେଉଥିଲେ ।

ଦହି ହାଣ୍ଡିକୁ ନେଇ କହିଲେଯେ ମୁଁ ସେହିଭଳି ନୁହେଁ,କାରଣ ଉଚ୍ଚରେ ଚଢିଥିବା ପିଲାଙ୍କୁ ଦେଖିଲେ ମୁଁ ଡରିଯାଏ । ମୁଁ କେବଳ ସେତିକି ଭାବେଯେ ଯଦି କୌଣସି କାମରେ କାହାକୁ କିଛି କ୍ଷତି ପହଂଚିଥାଏ ତେବେ ତାହା ଠାରୁ ଦୂରରେ ରହିବା ଉଚିତ ଏବଂ ସେ ସବୁକୁ ଉତ୍ସାହିତ କରିବା ଅନୁଚିତ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More