Only for Entertainment

ଦକ୍ଷିଣ ଭାରତର ପ୍ରସିଦ୍ଧ କଲରା ଚିପ୍ସ । ଚାଉଳ ସହିତ ନିଅନ୍ତୁ ଏହାର ନିଆରା ମଜା ।

Tasty Appetite
48

ଆପଣ ଅଧିକାଂଶ ସମୟ ଚାଉଳରେ ପକୋଡ଼ି ବା ଭୁଜିଆ ଆଦି ଖାଇଥିବେ । କିନ୍ତୁ ଆପଣ ଜାଣନ୍ତିକି ଦକ୍ଷିଣ ଭାରତରେ ଡାଲି ଭାତ ସହିତ କଲରା ଚିପ୍ସର ମଜା ନିଆଯାଏ । ଯଦି ଆପଣ ମଧ୍ୟ ଏହାର ମଜା ନେବାକୁ ଚାହାଁନ୍ତି ତେବେ ଆମେ ଆଜି ଆପଣଙ୍କୁ ସେହି ରେସିପି ବିଷୟରେ କହିବୁ । ଆସନ୍ତୁ ଜାଣିବା ।

ପ୍ରଥମେ କଲରାକୁ ପତଳା ପତଳା ଗୋଲ ଗୋଲ କରି ଗାଟି ରଖନ୍ତୁ । ଏଥିରେ ହଳଦୀ,ଲୁଣ,ଲଙ୍କା ଗୁଣ୍ଡ,ଧନିଆ ପତ୍ର,ଆମଚୁର,କର୍ଣ୍ଣ ଫ୍ଲୋର,ଲୁଣ,ଚାଉଳ ଗୁଣ୍ଡ ଏବଂ ବେସନ ପକାଇ ଭଲ ଭାବରେ ମିଶାନ୍ତୁ । ଏହାପରେ କଡ଼ାଇରେ ତେଲ ପକାଇ ଗରମ ହେବାକୁ ଦିଅନ୍ତୁ ଏବଂ ଆଂଚ ବଢାଇ ଦିଅନ୍ତୁ । ଏହାପରେ କଲାରା ଚିପ୍ସକୁ ଛାଣନ୍ତୁ । ହେବା ପରେ ବାହାର କରି ଧନିଆ ପତ୍ରରେ ଗାର୍ନିସ କରନ୍ତୁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More