Only for Entertainment

ପୃଥିବୀର ଏଭଳି ଏକ ସ୍ଥାନ ଯେଉଁଠାରେ ଛୋଟ ପିଲା ୟୁନିଫର୍ମ ଭଳି ମେକଅପ ନେବାକୁ ବାଧ୍ୟ ।

punjabkesari
42

ଦକ୍ଷିଣ କୋରିଆରେ ଛୋଟପିଲା ହୁଅନ୍ତୁ ବା ମହିଳା କିନ୍ତୁ ମେକ ଅପ ଲଗାଇବା ପାଇଁ ସମସ୍ତେ ବାଧ୍ୟ । ଏହି କାରଣରୁ ଏଠାରେ ମେକଅପ ଇଣ୍ଡଷ୍ଟ୍ରି ମାନେ ଖୁବ ଲାଭପ୍ରଦ ହୋଇଥାନ୍ତି । ଯଦି ମହିଳା ମେକଅପ ନକରନ୍ତି ତେବେ ଲୋକ ତାଙ୍କୁ ହୀନ ଦୃଷ୍ଟିରେ ଦେଖନ୍ତି । ସବୁଠାରୁ ବଡ଼ କଥା ହେଉଛିଯେ ସ୍କୁଲ ଯାଅ କିମ୍ବା ପରିବା ମାର୍କେଟ ଛୋଟ ପିଲା ଏବଂ ମହିଳା ମାନେ ମେକ ଅପ ଲଗାଇ ଯିବାକୁ ବାଧ୍ୟ ହୋଇଥାନ୍ତି । ବିନା ମେକ ଅପରେ ମହିଳାଙ୍କୁ ଚାକିରୀ ମଧ୍ୟ ମିଳେନାହିଁ ।

ମିି ଟୁ ଅଭିଯାନ ଦ୍ୱାରା ଏଠାରେ ମହିଳା ମାନେ ଏହି କଥାର ବିରୋଧ କରିଥିଲେ । କାରଣ ହେଉଛି ସେଠାରେ ମହିଳାମାନେ ଏବେ ମେକଅପ ନେବାକୁ ଚାହୁଁ ନାହାଁନ୍ତି । ଏବେ ସେମାନେ ଜାଗ୍ରତ ହୋଇ ଯାଇଛନ୍ତି । ୟୁନିଫର୍ମ ଏବଂ ହୋମୱକ ଭଳି ଛୋଟ ପିଲାଙ୍କ ପାଇଁ ମେକଅପ ମଧ୍ୟ ଜରୁରୀ ହୋଇଯାଇଛି । ସେଠାରେ ରହୁଥିବା ଏକ ଛୋଟ ପିଲାର କହିବା ଅନୁସାରେ ମେକଅପ ଦ୍ୱାରା ସେ ସୁନ୍ଦର ଦେଖାଯାଉଛି ଏବଂ ଏଥିପାଇଁ ସେ ପାର୍ଲର ଯାଉଛି ।

କହିରଖୁଛୁଯେ ଦୁନିଆରେ ସବୁଠାରୁ ଅଧିକ କସମେଟିକ ଦର ଦକ୍ଷିଣ କୋରିଆରେ ଅଧିକ ।

ସୌଜନ୍ୟ punjabkesari
Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More