Only for Entertainment

ଭାଲେଣ୍ଟାଇନ ଡେକୁ ଖାସ କରିବାକୁ ଚାହୁଁଥିଲେ,ଏଭଳି କରନ୍ତୁ ସରପ୍ରାଇଜ ପ୍ଲାନ ।

valentines day
0 53

ପ୍ରତିବର୍ଷ ୧୪ ଫେବୃୟାରୀକୁ ଅଧିକାଂଶ ଲୋକ ତାଙ୍କ ଭାଲେଂଟାଇନଙ୍କ ସହିତ କାର୍ଡ଼,କ୍ୟାଣ୍ଡି,ଉପହାର ଏବଂ ଫୁଲ ଆଦି ଆଦାନ ପ୍ରଦାନ କରିଥାନ୍ତି । କାରଣ ଏହାକୁ ପ୍ରେମ ଓ ଭଲପାଇବାର ଦିନ ବୋଲି କୁହାଯାଏ । କୁହାଯାଏଯେ ଏହା ରୋମରୁ ଆରମ୍ଭ ହୋଇଥିଲା । କିନ୍ତୁ ଆଜିକଲି ଏହାକୁ ସମସ୍ତେ ପାଳନ କରୁଛନ୍ତି । ଯାହା ପ୍ରେମର ପ୍ରତୀକ । ଆପଣ ମଧ୍ୟ ଏହାକୁ ନିଆରା ଭାବରେ ପାଳନ କରିପାରିବେ ।

ଭାଲେଣ୍ଟାଇନ ଡେକୁ ଖାସ କରିବାକୁ ଚାହୁଁଥିଲେ ଆପଣଙ୍କ ପାର୍ଟନରଙ୍କୁ ଲଙ୍ଗ ଡ୍ରାଇଭରେ ନେଇଯାଆନ୍ତୁ । ଯଦି ଅଧିକ ସରପ୍ରାଇଜ ଦେବାକୁ ଚାହୁଁଛନ୍ତି ତେବେ କୌଣସି ଗୀତ ଡେଡିକେଟ କରି ରୋମାଂଟିକ ଗିଫ୍ଟ ଦେଇପାରିବେ ।

ତାଙ୍କ ପସନ୍ଦୀୟ ସ୍ଥାନକୁ ନେଇ ତାଙ୍କୁ ଡେଷ୍ଟିନେସନ ପାର୍ଟି ମଧ୍ୟ ଦେଇପାରିବେ । ଏହାକୁ ରୋମାଂଟିକ କରିବା ପାଇଁ କୌଣସି ଗୀତ ମଧ୍ୟ ବଜାଇ ପାରିବେ ।

ଘରେ କିମ୍ବା ବାହାରେ କୌଣସି ରେଷ୍ଟୁରାଂଟରେ ଡିନର ପ୍ଲାନ ମଧ୍ୟ କରିପାରିବେ । ଏହାକୁ ଖାସ କରିବା ପାଇଁ କୌଣସି ଗିଫ୍ଟ ମଧ୍ୟ ଦେଇପାରିବେ ।

ଯଦି ଆପଣ ଦୂରରେ ଅଛନ୍ତି ଏବଂ ତାଙ୍କୁ ସରପ୍ରାଇଜ ଦେବା ପାଇଁ ଚାହୁଁଛନ୍ତି ତେବେ ଆପଣ ଅନଲାଇନରେ ତାଙ୍କୁ କୌଣସି ଗିଫ୍ଟ ଦେଇପାରିବେ ।

ଯଦି ଆପଣ ସାଧାରଣ ଭାବରେ ତାଙ୍କୁ ସରପ୍ରାଇଜ ଦେବା ପାଇଁ ଚାହୁଁଛନ୍ତି ତେବେ ତାଙ୍କ ହୃଦୟକୁ ଛୁଇଁବା ଭଳି କିଛି କାର୍ଯ୍ୟ କରିପାରିବେ । ଯେପରିକି ଆପଣ ଲଭ ମେସେଜକୁ ରେଡ଼ିଓ ଦ୍ୱାରା ବ୍ରଡ଼କାଷ୍ଟ କରିପାରିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More