Only for Entertainment

ମହଙ୍ଗାରୁ ମହଙ୍ଗା ଔଷଧ ମଧ୍ୟ କାମ ଦେଉନାହିଁକି,ଚିନ୍ତା କରନ୍ତୁ ନାହିଁ କରନ୍ତୁ ଏହି ଉପାୟ ।

cph post
0 50

ପ୍ରାୟତଃ ଆମେ ଦେଖିଥାଉ ଛୋଟ ଛୋଟ କଥାରେ ମାନସିକ ଚିନ୍ତାରେ ପିଡ଼ିତ ହୋଇଯାନ୍ତି । ବଡ଼ ବଡ଼ ଡାକ୍ତର ମଦ୍ୟ ତାଙ୍କର ଏହି ସମସ୍ୟା ଦୂର କରିପାରନ୍ତି ନାହିଁ । ଯଦି ଆପଣ ମଧ୍ୟ ଏହି ସମସ୍ୟାରେ ପିଡ଼ିତ ତେବେ ଚିନ୍ତା କରନ୍ତୁ ନାହିଁ,ଏଥିରୁ ମୁକ୍ତି ପାଇବା ପାଇଁ କରନ୍ତୁ ଏହି ଉପାୟ ।

ଯଦି ଘରେ ନକରାତ୍ମକ ଶକ୍ତିର ଆଭାସ ହେଉଛି ତେବେ ସଂଧ୍ୟାରେ ସୁଗନ୍ଧିତ ବା ପବିତ୍ର ଧୂଆଁ ଦିଅନ୍ତୁ ।

ଆଜିକାଳି ବହୁତ ଷଳାକ ଶୋଇବା ଘରେ ଆଲକହଲ ବ୍ୟବହାର କରୁଛନ୍ତି । କିନ୍ତୁ ସେମାନେ ଜାଣନ୍ତି ନାହିଁ ଯେ ଏଭଳି କରିବା ଦ୍ୱାରା ଚିନ୍ତା ବଢିଥାଏ । ଏହା ଦ୍ୱାରା ଭୟଙ୍କର ସ୍ୱପ୍ନ ଆସିଥାଏ । ଏହା ଦ୍ୱାରା ରୋଗ ମଧ୍ୟ ଘର କରିଦିଏ ।

ଘରେ ସର୍ବଦା ଲାଇଟ ରଙ୍ଗ ଦିଅନ୍ତୁ । ଏହା ଦ୍ୱାରା ଖୁସିର ପରିବେଶ ସୃଷ୍ଟି ହେବ ।

ରୋଷେଇ ଘରେ କେବେ ମଧ୍ୟ ଡିପ ରଙ୍ଗର ପଥର ଲଗାନ୍ତୁ ନାହିଁ । ବିଶେଷକରି କଳା ରଙ୍ଗର ପଥର ଠାରୁ ଦୂରେଇ ରୁହନ୍ତୁ ।

ରୋଷେଇ ଘରେ ଜଳ ଏବଂ ଅଗ୍ନିକୁ ସର୍ବଦା ଦୂରେଇ ରଖନ୍ତୁ ।

ରାତିରେ ଖାଦ୍ୟ ଖାଇ ସାରିବା ପରେ ଅଇଁଠା ବାସନ ରଖନ୍ତୁ ନାହିଁ ।

ଘରେ ଯଦି ବୁଢିଆଣୀ ଜାଲ ହୋଇଥାଏ,ତେବେ ତାହାକୁ ସଫା କରନ୍ତୁ ।

ଘରେ ସକାଳ ସମୟରେ ୬ରୁ ୮ଟା ମଧ୍ୟରେ ପୂଜା କରନ୍ତୁ । ପୂଜା ସମୟରେ ତଳେ ଆସନ ପକାନ୍ତୁ ।

ସୋଫା କିଣିବା ସମୟରେ ହାଲକା ନୀଳ ରଙ୍ଗର ସୋଫା କିଣନ୍ତୁ । ଶାନ୍ତି ବଜାୟ ରଖନ୍ତୁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More