Only for Entertainment

ଗଛରେ ବସି ଗୁଣ୍ଡୁଚି ମୂଷା ଖାଉଛି ଏଗ୍ ରୋଲ, ଇଣ୍ଟରନେଟରେ ଭାଇରାଲ ହେବାରେ ଲାଗିଛିି ଭିଡିଓ

Viralnewsgossip
42

ସୋସିଆଲ ମିଡିଆରେ ଅନେକ ଆଶ୍ଚର୍ଯ୍ୟଜନକ ଭିଡିଓ ଭାଇରାଲ ହେଉଥିବାର ଦେଖିବାକୁ ମିଳିଥାଏ । ସେହିପରି ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓକୁ ଲୋକେ ଖୁବ ସେୟାର କରୁଥିବାର ଦେଖିବାକୁ ମିଳିଛି । ଏହି ମଜାଦାର ଭିଡିଓକୁ ୱାଟଇଜ ନ୍ୟୁୟର୍କ ପେଜ ନିଜ ଟ୍ୱିଟର ହ୍ୟାଣ୍ଡେଲରେ ସେୟାର କରିଛନ୍ତି । ଭିଡିଓରେ ଦେଖିବାକୁ ମିଳିଛି ଯେ, ଗୁଣ୍ଡୁଚି ମୂଷା ଗଛ ଉପରେ ବସି ମଜାର ସହିତ ଏଗ ରୋଲ ଖାଉଥିବାର ଦେଖିବାକୁ ମିଳିଛି ।

୨୦୧୯ର ଆରମ୍ଭରୁ ଏହି ଗୁଣ୍ଡୁଚି ମୂଷା ଏବେ ଚର୍ଚ୍ଚାରେ ରହିଛି । ଲୋକେ ଏହି ଭିଡିଓ ଦେଖିବା ପରେ ଏହାକୁ ଖୁବ ପସନ୍ଦ କରିଛନ୍ତି ଏବଂ ସେୟାର ମଧ୍ୟ କରୁଛନ୍ତି । ଏହା ସହିତ ଲୋକେ ଭିଡିଓରେ ମଜାଦାର କମେଣ୍ଟ ମଧ୍ୟ ଦେଉଛନ୍ତି ।

ଦେଖନ୍ତୁ ଭିଡିଓ-

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More