Only for Entertainment

ଆସନ୍ତୁ ଜାଣିବା ଶ୍ରଦ୍ଧା କପୁରଙ୍କ ସୌନ୍ଦର୍ଯ୍ୟତାର ରାଜ

hdwallpapers
0 41

ପ୍ରତ୍ୟେକ ମହିଳାଙ୍କ ସ୍ୱପ୍ନ ଯେ ସେମାନେ କିଭଳି ସମସ୍ତଙ୍କ ଆଗରେ ସୁନ୍ଦର ଦେଖାଯିବେ । ସେଥିପାଇଁ ସେମାନେ ବିଭିନ୍ନ ଉପାୟ ଅବଲମ୍ବନ କରିଥାନ୍ତି । କିନ୍ତୁ ଅନେକ ମହିଳା ନିଜର ପ୍ରିୟ ସିନେମା କଳାକାର ମାନଙ୍କୁ ଅନୁସରଣ କରିଥାନ୍ତି । ତେବେ ଆସନ୍ତୁ ଜାଣିବା ବଲିଉଡର ଜଣେ ଲୋକପ୍ରିୟ ଅଭିନେତ୍ରୀଙ୍କର ସୌନ୍ଦର୍ଯ୍ୟତାର ରାଜ ବିଷୟରେ..

ସେ ଆଉ କେହି ନୁହଁନ୍ତି ଶକ୍ତି କପୁରଙ୍କ ଝିଅ ଶ୍ରଦ୍ଧା କପୁର ।

ସୌନ୍ଦର୍ଯ୍ୟ
ସୌନ୍ଦର୍ଯ୍ୟତା ବୃଦ୍ଧି ଲାଗି ତ୍ୱଚାର ଯତ୍ନ ନେବା ନିତ୍ୟାନ୍ତ ଆବଶ୍ୟକ ।

ତ୍ୱଚାର ଯତ୍ନ
ମୋତେ ଶୁଟିଂ ପାଇଁ ଦିନ ରାତି ବାହାରକୁ ଟ୍ରାଭେଲ କରିବାକୁ ପଡିଥାଏ । ଏଥି ଯୋଗୁଁ ବ୍ୟୁଟି ତାଲିକା ଅନୁସରଣ କରିବା ପାଇଁ କଦାପି ସମୟ ହୁଏ ନାହିଁ । ତଥାପି ମୁଁ ଖୁବ୍ ପାଣି ପିଇଥାଏ । ଦିନରେ ୩ଥର ମୁହଁ ଧୁଏ । ଏବଂ ମଇଶ୍ଚରାଇଜର ଲଗାଇବା ପାଇଁ କଦାପି ଭୁଲେ ନାହିଁ ।

କେଶର ଯତ୍ନ
ଉଚିତ୍ ଖାଦ୍ୟ ଗ୍ରହଣ କରିବା ଦ୍ୱାରା କେଶ ସୁସ୍ଥ ଓ ସବଳ ହୋଇଥାଏ । ମୁଁ ମୋ ନିଜ ଡାଏଟ ପ୍ରତି ଧ୍ୟାନ ରଖିଥାଏ । ଏବଂ ମୁଲାୟମ କେଶ ଉତ୍ପାଦନ ବ୍ୟବହାର କରିଥାଏ ।

ମେକଅପ
ମେକଅପରେ ଅତ୍ୟନ୍ତ କ୍ଲାସି ଏବଂ ସୋବର ଦେଖାଯିବା ଲାଗି ସବୁଠାରୁ ଭଲ ବ୍ରାଣ୍ଡର ମେକଅପ ଜିନିଷ ବ୍ୟବହାର କରିବା ଉଚିତ । ଯାହାଦ୍ୱାରା ମେକଅପ ହେଲା ପରେ ତ୍ୱଚା ହାଇଲାଇଟ୍ ହୋଇଥାଏ । ଏହାସହିତ ମୁଁ କାଜଲ ଏବଂ ଲିପ୍ଗ୍ଲସ ମଧ୍ୟ ବ୍ୟବହାର କରିଥାଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More