Only for Entertainment

ଏହି ରୋଗରେ ପିଡ଼ିତ ହେଲେ ଶ୍ରଦ୍ଧା କପୁର,ବନ୍ଦ ହେଲା ସୁଟିଂ ।

aajtak
31

ଫିଲ୍ମ ସ୍ତ୍ରୀ’ର ସଫଳତା ପରେ ଶ୍ରଦ୍ଧା କପୁର ଏବେ ଟେନିସ ଷ୍ଟାର ସାଇନା ନେହବାଲଙ୍କ ବାୟୋପିକରେ ଅଭିନୟ କରୁଛନ୍ତି । କିଛି ଦିନ ପୂର୍ବରୁ ତାଙ୍କ ଗେଟ ଅପ ଦେଖିବାକୁ ମିଳିଥିଲା । କିନ୍ତୁ ଏକ ସପ୍ତାହ ମଧ୍ୟରେ ଫିଲ୍ମର ସୁଟିଂ ବନ୍ଦ ହେଲା । ଏହାର କାରଣ ହେଉଛନ୍ତି ଶ୍ରଦ୍ଧା କପୁର ।

ଗତ କିଛି ଦିନ ହେବ ଶ୍ରଦ୍ଧା କପୁର ଅସୁସ୍ଥ ଥିଲେ । ସେ ୨୭ ସେପ୍ଟେମ୍ବରକୁ ସୁଟିଂ ବନ୍ଦ କରି ଦେଇଛନ୍ତି । ଯାଂଚ ପରେ ଜଣାଗଲାଯେ ଶ୍ରଦ୍ଧା ଡେଙ୍ଗୁରେ ପିଡ଼ିତ । ସେ ଏବେ ଆରାମ କରୁଛନ୍ତି । ଖବର ଅନୁସାରେ ସେ ଖୁବ ଶୀଘ୍ର ସେଟ୍କୁ ଫେରିବେ । ଏବେ ସାଇନାଙ୍କ ପିଲା ଦିନର ଭାଗକୁ ସୁଟିଂ କରାଯାଉଛି ।
ଫିଲ୍ମ ପାଇଁ ଶ୍ରଦ୍ଧା ୪୦ଟି ବ୍ୟାଡମିଂଟନ କ୍ଲାସ ନେଇ ସାରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More