Only for Entertainment

କ୍ୟାବରେଟ ଫିଲ୍ମ ର ଟ୍ରେଲର ହେଲା ରିଲିଜ , ଦେଖିବାକୁ ମିଳିଲା ବିଗବସ୧୨ର ପ୍ରତିଯୋଗୀ ଶ୍ରୀସନ୍ତଙ୍କ ଜବରଦସ୍ତ ଲୁକ !

The Indian Express
41

ବିଗବସ ସିଜନ ୧୨ର ବିଜେତା ଦୀପିକା କକ୍କର ହୋଇଛନ୍ତି ସତ ମାତ୍ର ପୂର୍ବ କ୍ରିକେଟର ଶ୍ରୀସନ୍ତ ଜିତିଛନ୍ତି ସମସ୍ତଙ୍କ ହୃଦୟ । ବିଗବସ୧୨ର ଫାଇନାଲ ରବିବାର ହୋଇଥିଲା । ଶ୍ରୀସନ୍ତ ଶୋ’ରୁ ବାହାରି ଆସିଲା ପରେ ତାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଦୃତମାତ୍ରାରେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ଶ୍ରୀସନ୍ତ ଖଳନାୟକ ରୂପେ ନଜର ଆସିଛନ୍ତି । ଶ୍ରୀଙ୍କ ଏହି ଲୁକ ଦେଖି ଫ୍ୟାନ୍ସମାନେ ନିଶ୍ଚୟ ଖୁସି ହୋଇଯାଇଛନ୍ତି ।

ଅସଲରେ ରିଚା ଚଢାଙ୍କ ଫିଲ୍ମ କ୍ୟାବରେଟ ଫିଲ୍ମର ଟ୍ରେଲର ରିଲିଜ କରାଯାଇଛି । ଏହି ଟ୍ରେଲର ଯେତେବେଳେ ସାମ୍ନାକୁ ଆସିଛି , ଶ୍ରୀ ବିଗବସ ଖରୁ ବାହାରି ଆସିଛନ୍ତି । ଏଠାରେ ଆମେ କହି ରଖୁଛୁ ଯେ ଆଜିକାଲି ବଲିଉଡରେ ଅନେକ ଫିଲ୍ମ ଡିଜିଟାଲ ପ୍ଲାଟଫର୍ମରେ ରିଲିଜ ହେଉଛି । ଫିଲ୍ମ ର ଟ୍ରେଲର ରିଲିଜ ହୋଇଛି ଯାହାକୁ ଦେଖି ସମସ୍ତେ ଖୁବ ପସନ୍ଦ କରିଛନ୍ତି । ଏଠାରେ ଆମେ କହି ରଖୁଛୁ ଯେ ଏହି ଫିଲ୍ମ ପୂଜା ଭଟ୍ଟ ଏବଂ ଭୂଷଣ କୁମାରଙ୍କ ନିର୍ମିତ କୌସ୍ତବ ନାରାୟଣ ନିୟୋଗୀଙ୍କ ଦ୍ୱାରା ନିର୍ଦ୍ଦେଶିତ ହୋଇଛି । ଏହାସହ ଶ୍ରୀସନ୍ତ ମଧ୍ୟ ନିଜ କ୍ୟାରିଅର ଆରମ୍ଭ କରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More