Only for Entertainment

ଶ୍ରୀଦେବୀଙ୍କ ମୃତ୍ୟୁ ପରେ ମଧ୍ୟ ରାଷ୍ଟ୍ରୀୟ ପୁରସ୍କାର,ଭାବୁକ ହେଲେ ସାମ୍ବାଦିକା ।

bollywood tadka
0 43

ନୂଆ ଦିଲ୍ଲୀର ବିଜ୍ଞାନ ଭବନରେ ୬୫ ତମ ନେସନାଲ ଆୱାର୍ଡ଼ର କାର୍ଯ୍ୟକ୍ରମ ଶେଷ ହୋଇଛି । ଶ୍ରୀଦେବୀଙ୍କ ତାଙ୍କ ଶେଷ ଫିଲ୍ମ ମମ ପାଇଁ ବେଷ୍ଟ ଅଭିନେତ୍ରୀ ସମ୍ମାନରେ ସମ୍ମାନିତ କରାଯାଇଛି । ତାଙ୍କ ପୁରସ୍କାର ଗ୍ରହଣ କରିବା ପାଇଁ ବୋନି କପୁର ଓ ଦୁଇ ଝିଅ ଆସିଥିଲେ । ଏହି ଖାସ ସମୟରେ ବୋନି ଶ୍ରୀଦେବୀଙ୍କୁ ଖୁବ ମନେ ପକାଉଥିଲେ । କାରଣ ଭଲପାଇବା କେବେ ମଧ୍ୟ କମେ ନାହିଁ,ସେ ମୃତ ହୁଅନ୍ତୁ କିମ୍ବା ଜୀବୀତ । ସେହି ସମୟରେ ଜଣେ ସାମ୍ବାଦିକା ତାଙ୍କୁ ଏକ ପ୍ରଶ୍ନ ପଚାରିଲେ । ବୋନି କହିଲେ ଯଦି ସେ ଥାଆନ୍ତେ ତେବେ କେତେ ଖୁସି ହୋଇଥାନ୍ତେ । ଆମେ ତାଙ୍କୁ ବହୁତ ମିସ କରୁଛୁ । ନିହାତି ଭାବରେ ଏହା ଖୁବ ଦୁଃଖଦାୟକ । କାରଣ ବୋନିଙ୍କ ଚେହେରାରୁ ସଂପୂର୍ଣ୍ଣ ଜଣାପଡ଼ୁଥିଲା ସେ ଶ୍ରୀଦେବୀଙ୍କୁ କେତେ ମିସ କରୁଛନ୍ତି ।

 

କାର୍ଯ୍ୟକ୍ରମ ପୂର୍ବରୁ ବୋନି ସାମ୍ବାଦିକଙ୍କୁ କହିଥିଲେଯେ ,ସେଠାରେ ଏଠାରେ ଥାଆନ୍ତେ କି? ବାସ୍ତବରେ ସେ ଏହି ପୁରସ୍କାର ହକଦାର । ଏହା ଦୁଃଖର ବିଷୟଯେ ଏହି ଖୁସିର ସମୟରେ ସେ ଆମ ସହିତ ନାହାଁନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More