Only for Entertainment

ରିଲିଜ ହେଲା ଆଗାମୀ ବଲିଉଡ ଫିଲ୍ମ ଜଙ୍ଗଲୀର ଗୀତ ‘ଗରଜେ ଗଜରାଜ’ !

26

ଆଗାମୀ ବଲିଉଡ୍ ଆକ୍ସନ୍ – ଆଡଭେନଚର୍ ଫିଲ୍ମ ଜଙ୍ଗଲୀର ଆଉ ଏକ ଗୀତ ମୁକ୍ତିଲାଭ କରିଛି । ଗୀତର ଟାଇଟଲ୍ ରହିଛି ‘ଗରଜେ ଗଜରାଜ୍’ । ସମୀର୍ ଉଦ୍ଦିନଙ୍କ ସଙ୍ଗୀତରେ ଏହି ଗୀତରେ କଣ୍ଠଦାନ କରିଛନ୍ତି ନବରାଜ୍ ହଂସ, ହମସିକ୍କା ଐୟର୍, ଅଭିଷେକ ନୈଲୱାଲ୍, ଏବଂ ଗୁଲସନ୍ କୁମାର୍ ।

ଫିଲ୍ମରେ ମୁଖ୍ୟ ଭୂମିକାରେ ଅଭିନେତା ବିଦ୍ୟୁତ ଜାମବାଲଙ୍କୁ ଦେଖିବାକୁ ମିଳିବ । ଜଙ୍ଗଲ୍ ସହ ଏକ ଯୁବକର ଥିବା ନିବିଡ ସମ୍ପର୍କ ଦେଖିବାକୁ ମିଳିବ ଏହି ସିନେମାରେ । ଫିଲ୍ମରେ ରାଜ୍ ଚରିତ୍ରରେ ନଜର ଆସିବେ ବିଦ୍ୟୁତ୍ । ଫିଲ୍ମରେ ବିଦ୍ୟୁତ ହାତୀମାନଙ୍କୁ ସୁରକ୍ଷା ଯୋଗାଉଥିବା ଦେଖିବାକୁ ମିଳିବ । ୨୯ ମାର୍ଚ୍ଚରେ ପରଦାକୁ ଆସିବ ଚଳଚ୍ଚିତ୍ର ଜଙ୍ଗଲୀ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More