Only for Entertainment

‘ଷ୍ଟ୍ରିଟ ଡ୍ୟାନ୍ସର ଥ୍ରିଡି’ର ଟ୍ରେଲର ଲଂଚ

youtube
43

ଷ୍ଟ୍ରିଟ ଡ୍ୟାନ୍ସର ଥ୍ରିଡିର ଟ୍ରେଲର ଲଂଚ ହୋଇ ସାରିଛି । ଟ୍ରେଲର ଲଂଚ ସମୟରେ ବରୁଣ ଧୱନ ନିର୍ଭୟା କେସ ବିଷୟରେ କହଛନ୍ତି । ଯେଉଁଥିରେ ଦୋଷୀ ମାନଙ୍କୁ କଠିନରୁ କଠିନ ଦଣ୍ଡ ମିଳୁ ବୋଲି କହିଛନ୍ତି ବରୁଣ ।

ବରୁଣ କହିଛନ୍ତିଯେ ଏହି ଫିଲ୍ମ ଦୀର୍ଘ ସମୟ ଧରି ଅଟକି ରହିଥିଲା । ଏହି ଫିଲ୍ମ ଗତ ୪ ବର୍ଷ ଧରି ଅଟକି ରହିଥିଲା । କାରଣ ଷ୍ଟୁଡିଓ ଏହାକୁ ବ୍ୟାକଅପ ଦେବା ପାଇଁ ପ୍ରସ୍ତୁତ ନଥିଲେ । କିନ୍ତୁ ଟି-ସିରିଜ ସାହାଯ୍ୟ କଲେ ।

ଟ୍ରେଲର ଲଂଚ ସମୟରେ ବରୁଣଙ୍କ ସହିତ ଶ୍ରଦ୍ଧା କପୂର ଏବଂ ନୋରା ଫତେହି ମଧ୍ୟ ଉପସ୍ଥିତ ଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More