Only for Entertainment

‘ଦାରୁ ବଦନାମ’ରେ ପିଲା କଲା ଏଭଳି ଡ୍ୟାନ୍ସ ପଛରେ ଛିଡା ହୋଇଥିବା ପିଲା ମାରିଲେ ସିଟି !

0 32

‘ଦାରୁ ବଦନାମ’ ସବୁଠାରୁ ଚର୍ଚ୍ଚିତ ଗୀତ ମଧ୍ୟରୁ ଗୋଟେ । ଯାହା କାରରେ ହେଉ କି ପାର୍ଟିରେ ଶୁଣିବାକୁ ମିଳିଥାଏ । ତେବେ ଏହି ଗୀତରୁ ପିଲାମାନେ କେମିତି ଓହରି ଯିବେ । ସେହିଭଳି ଏକ ପିଲା ଏହି ଗୀତରେ ଏଭଳି ଡ୍ୟାନ୍ସ କରିଛି ଯାହା ଦେଖିଲେ ଆପଣ ମଧ୍ୟ ଦେଖିକି ରହିଯିବେ । ଯାହାକୁ ଦେଖି ସେଠାରେ ଉପସ୍ଥିତ ଥିବା ଅନ୍ୟ ପିଲାମାନେ ଡ୍ୟାନ୍ସ କରିବାକୁ ଲାଗି ପଡିଥିଲେ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଫେସବୁକରେ ଏହାକୁୁ ସମସ୍ତେ ଖୁବ ଶେୟାର କରୁଛନ୍ତି ।

ପିଲାଟି ଏହି ଗୀତରେ ଏଭଳି ଡ୍ୟାନ୍ସ କରିଥିଲା ଯାହାକୁ ଦେଖି ଲାଗିବ ସେ କେଉଁଠୁ ତାଲିମ ନେଇ ଆସିଛି । ଉକ୍ତ ପିଲାର ନାଁ ହେଉଛି ନିହାଲ । ଯିଏ କି ସୃଷ୍ଟି ଏନଜିଓରେ ପାଠ ପଢୁଛି । ଏହି ଭିଡିଓକୁ ଅନମୋଲକୌର ମଲହୋତ୍ରା ଶେୟାର କରିଛନ୍ତି । ଏବେ ପର୍ଯ୍ୟନ୍ତ ଏହି ଭିଡିଓକୁ ୬୦ହଜାର ଥର ଦେଖାଗଲାଣି । ୧ହଜାରରୁ ଉଦ୍ଧ୍ୱର୍ ଏହି ଭିଡିଓକୁ ଶେୟାର କରାଯାଇଛି । ଏହି ଭିଡିଓକୁ ୩୦ଜୁଲାଇରେ ଅପଲୋଡ କରାଯାଇଥିଲା । ଲୋକମାନେ ଏହି ଭିଡିଓକୁ ଖୁବ ପସନ୍ଦ କରୁଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More