Only for Entertainment

ସେଲ୍ଫି ନେବା ପାଇଁ ପ୍ରସିଦ୍ଧ ଏହି ସ୍ଥାନ, ମନ ପସନ୍ଦ ଫଟୋ ଉଠାନ୍ତୁ ଏଠାରେ ।

PANJAB KESRI
0 51

ସେଲ୍ଫି ନେବା ଆଜି କାଲି ଯେପରି ଟ୍ରେଣ୍ଡ ପାଲଟିଗଲାଣି । ଆଧୁନିକ ଯୁଗର ଲୋକମାନେ ଏବେ ବୁଲିବାକୁ କେଉଁ ଆଡକୁ ଗଲେ ସୋସିଆଲ ମିଡିଆରେ ଖୁବ ଆକ୍ଟିଭ ରୁହନ୍ତି ଏବଂ ସେଲ୍ଫି ନେଇ ସେୟାର କରିଥାଆନ୍ତି । ଯଦି ଆପଣ ମଧ୍ୟ ସେଲ୍ଫି ନେବାକୁ ପସନ୍ଦ କରନ୍ତି ତେବେ ଆଣଣଙ୍କୁ କିଛି ଏପରି ମଶହୁର ଜାଗାର ନାମ ବତାଇବୁ ଯାହା ଆପଣ ସୁନ୍ଦର ସୁନ୍ଦର ସେଲ୍ଫି ନେଇ ଅପଲୋଡ କରିପାରିବେ ।

17_47_015357003trolungunga, norway2-ll

ଟ୍ରୋଲୁଂଗୁଙ୍ଗା, ନରୱେ
ନରୱେରେ ଥିବା ଟ୍ରେଲୁଂଗୁଙ୍ଗା ଖୁବ ମଶହୁର ସ୍ଥାନ । ଏହି ସ୍ଥାନର ଶାବ୍ଦିକ ଅର୍ଥ ହେଉଛି ‘ଟ୍ରେଲ ଜିଭ’ । ଏହା ପ୍ରାକୃତିକ ଚଟାଣର ଏକ ଅଂଶ ଅଟେ, ଯାହାକି ୭୦୦ମିଟର ଉଚ୍ଚତାରେ ଅବସ୍ଥିତ । ଏଠାରେ ଆପଣ ନିଜକୁ ସେଲ୍ଫି ନେବାରୁ ରୋକି ପାରିବେ ନାହିଁ ।

Wodospady Wiktorii

ଭିକ୍ଟୋରିଆ ଫଲ
ଏହି ସ୍ଥାନ ଏକ ଚଟାଣରୁ ପୁଲ ଅଟେ ଯାହା ସେଲ୍ଫି ଏବଂ ଫଟୋ ପାଇଁ ପ୍ରସିଦ୍ଧ ଅଟେ । ଏହି ସ୍ଥାନକୁ ଅନେକ ପର୍ଯ୍ୟଟକ ଆସିଥାଆନ୍ତି ।

17_50_143205003yellowstone national park-ll

ୟେଲେଷ୍ଟୋନ ପାର୍କ
ୟୁଏସଏର ୟେଲୋଷ୍ଟୋନ ପାର୍କରେ ଆପଣ ଅନେକ ଫଟୋ ନେଇ ପାରିବେ, ଯାହ ଆପଣ ସ୍ମୃତି କରି ରଖିପାରିବେ । ଏଠାରେ ୟେଲୋଷ୍ଟୋନ ପାର୍କରେ ଗ୍ରାଣ୍ଡ କ୍ୟାନନ ଅଛି , ଯେଉଁଠାରେ ଆପଣ ଛିଡା ହୋଇ ଅନେକ ସେଲ୍ଫି ନେଇ ପାରିବେ ।

17_51_429597003cape town-ll
କେପ ଟାଉନ
ଏହି ସ୍ଥାନର ବୋଲ୍ଡର୍ସି ବିଚର ଆପଣ ଆନନ୍ଦ ନେଇ ପାରିବେ । ୩୦୦୦ରୁ ଅଧିକ ଆଫ୍ରିକି ପେଙ୍ଗୁଇନଏହି ସମୁଦ୍ର ଚାରିପଟେ ଘେରି ରହିଛନ୍ତି । ଏଠାରେ ଆପଣଙ୍କୁ ସୁନ୍ଦର ସୁନ୍ଦର ସେଲ୍ଫି ନେବା ପାଇଁ ଅନେକ ସ୍ଥାନ ମିଳିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More