Only for Entertainment

ଆଉ ନାହାଁନ୍ତି ହଲିଉଡର ଏହି ଅଭିନେତ୍ରୀ

bollywood tadka
92

ହଲିଉଡର ଏହି ପ୍ରସିଦ୍ଧ ଅଭିନେତ୍ରୀ ସୁଏଲି ଲ୍ୟୋନଙ୍କର ୭୩ ବର୍ଷରେ ମୃତ୍ୟୁ ହୋଇଛି । ଅଭିନେତ୍ରୀ ହଲିଉଡ ସିନେମାରେ ଲୋଲିତା ଚରିତ୍ରରେ ଖୁବ ଲୋକପ୍ରିୟତା ହାସଲ କରିଥିଲେ । ସୁଏଲି ଲ୍ୟୋନ ଦୀର୍ଘ ସମୟ ଧରି ଅସୁସ୍ଥ ଥିଲେ, ଯାହାପରେ ଗୁରୁବାରକୁ ଲସ ଆଂଜେଲ୍ସ ସ୍ଥିତ ତାଙ୍କ ଘରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ।

ଅଭିନେତ୍ରୀ ଏକାଧିକ ହଲିଉଡ ଫିଲ୍ମରେ ଅଭିନୟ କରିଛନ୍ତି । ସେ ଫିଲ୍ମ କ୍ୟାରିଅରର ଆରମ୍ଭ ୧୪ ବର୍ଷରୁ କରିଥିଲେ । କହିରଖୁଛୁ ୧୯୬୨ରେ ନିର୍ଦ୍ଦେଶକ ଷ୍ଟେନଲି କୁବ୍ରିକଙ୍କ ଫିଲ୍ମରେ ସେ ଲୋଳିତା ଚରିତ୍ରରେ ନଜର ଆସିଥିଲେ ଏବଂ ଏଥିପାଇଁ ତାଙ୍କୁ ଗୋଲଡେନ ଗ୍ଲୋବ ଆୱାର୍ଡ଼ ମିଳିଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More