Only for Entertainment

ଶାଢୀରେ ଶାହାରୁଖ ଖାନଙ୍କ ଲାଡଲୀ । ଫଟୋରେ ନଜର ଆସିଲା କ୍ଲିବେଜ ।

bollywood tadka
60

ବଲିଉଡ ଆକ୍ଟର ଶାହାରୁଖ ଖାନଙ୍କ ଝିଅ ସୁହାନା ଅନ୍ୟ ଷ୍ଟାର କିଡସଙ୍କ ଭଳି ଫଟୋକୁ ନେଇ ଚର୍ଚ୍ଚାରେ ରହିଥାନ୍ତି । ନିକଟରେ ସୁହାନାଙ୍କର ସୋସିଆଲ ମିଡିଆରେ କିଛି ଫଟୋ ଭାଇରାଲ ହେଉଛି । ଫଟୋରେ ସେ ତାଙ୍କ ସଂପର୍କୀୟାଙ୍କ ସହିତ ମସ୍ତି କରୁଥିବାର ନଜର ଆସିଛନ୍ତି ।

ଫଟୋରେ ସୁହାନା ଶାଢୀ ପିନ୍ଧିଥିବାର ନଜର ଆସିଛନ୍ତି । ଶାଢୀରେ ତାଙ୍କ କ୍ଲିଭେଜ ସଂପୂର୍ଣ୍ଣ ନଜର ଆସିଛି । ସୁହାନାଙ୍କ କଜିନ ଆଲିୟା ଝିବା ସୋସିଆଲ ମିଡିଆରେ ଫଟୋ ଶେୟାର କରିଛନ୍ତି ।

କହିରଖୁଛୁଯେ ସୁହାନା ପ୍ରାୟତଃ ତାଙ୍କ ବୋଲ୍ଡ ଫଟୋକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହିଥାନ୍ତି । ଗତ କିଛି ଦିନ ପୂର୍ବରୁ ସୁହାନାଙ୍କର ଏକ ପାର୍ଟିର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More