Only for Entertainment

ଫିଲ୍ମ ସୁଟିଂ ଦେଖୁଥିବାର ନଜର ଆସିଲେ ଶାହାରୁଖଙ୍କ ଲାଡଲୀ,କ’ଣ ପରଦାରେ ନଜର ଆସିବେ?

bollywood tadka
22

ଶାହାରୁଖଙ୍କ ଝିଅ ସୁହାନା ଖାନ ନିକଟରେ ସ୍କୁଲରେ ରୋମିଓ ଜୁଲିଏଟ ନାମକ ଏକ ପ୍ଲେ କରିଥିଲେ,ତାହାକୁ ନେଇ ସେ ଖୁବ ଚର୍ଚ୍ଚାରେ ରହିଥିଲେ ।ଏଥିରୁ ଅନୁମାନ କରାଯାଉଥିଲାଯେ ସେ ବଲିଉଡରେ ପ୍ରବେଶ କରିବାକୁ ଯାଉଛନ୍ତି ।ଏବେ ସୁହାନାଙ୍କର କିଛି ଫଟୋ ସାମ୍ନାକୁ ଆସିଛି । ଯେଉଁଥିରୁ ଅନୁଭବ ହେଉଛି ସେ କୌଣସି ପ୍ରୋଫେସନାଲ ସୁଟିଂର ଭାଗୀଦାର ଅଛନ୍ତି,ସେ ଖୁବ ଧ୍ୟାନର ସହିତ ମନିଟରକୁ ଦେଖୁଛନ୍ତି ।

କିନ୍ତୁ ଆମେ କହିରଖୁଛୁଯେ ସୁହାନାଙ୍କ ଏହି ଫଟୋ କୌଣସି ଅଫିସିଆଲ ସୁଟ ସମୟରେ ନିଆଯାଇନାହିଁ ।ସେ ତାଙ୍କ ବନ୍ଧୁ ମାନଙ୍କ ସହିତ ସୁଟିଂ ଏକ୍ସରସାଇଜ କରୁଥିଲେ ।ଯେଉଁଠାରୁ ଏହି ଫଟୋ ନିଆଯାଇଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More