Only for Entertainment

ରିଲିଜ ହେଲା ସୁନନ୍ଦା ଶର୍ମାଙ୍କ ନୂଆ ପଂଜାବୀ ଗୀତ ‘ଦୁଜି ବାର ପ୍ୟାର’ !

31

ପଂଜାବୀ ସିଙ୍ଗର ସୁନନ୍ଦା ଶର୍ମାଙ୍କ ନୂଆ ଗୀତ ‘ଦୁଜି ବାର ପ୍ୟାର’ର ଭିଡିଓ ୟୁଟ୍ୟୁବରେ ରିଲିଜ ହୋଇଛି । ଯାହାକୁ ଦର୍ଶକ ଖୁବ ପସନ୍ଦ କରିବାରେ ଲାଗିଛନ୍ତି । ଏହି ଗୀତରେ ଥିବା ଦୃଶ୍ୟ ମଧ୍ୟ ଖୁବ ଆକର୍ଶଣୀୟ ହୋଇଛି । ଗୀତ ଯେପରି ଦର୍ଶକଙ୍କୁ ପସନ୍ଦ ଆସୁଛି , ସେହିପରି ଏହାର ଭିଡିଓକୁ ମଧ୍ୟ ଦର୍ଶକ ଖୁବ ପସନ୍ଦ କରୁଛନ୍ତି । ଏହି ଗୀତରେ ଲିରିକ୍ସ ଦେଇଛନ୍ତି ଜାନି ଏବଂ ଏହାର ମ୍ୟୁଜିକ ଦେଇଛନ୍ତି ସୁଖ ଇ । ଫ୍ୟାନ୍ସଙ୍କ ମଧ୍ୟରେ ଏହି ଗୀତକୁ ଖୁବ ପସନ୍ଦ କରାଯାଉଥିବା ଦେଖିବାକୁ ମିଳିଛି । ତେବେ ଗୀତ ବିଷୟରେ କହିବାକୁ ଗଲେ ଗୀତରେ ଦେଖିବାକୁ ମିଳିଛି ଦୁଇ ପ୍ରେମୀ ଯୁଗଳଙ୍କ ଗଭୀର ପ୍ରେମ ଏବଂ ତ୍ୟାଗ । ତେବେ ଆପଣ ଏହି ଗୀତର ମଜା ଉଠାନ୍ତୁ । ଦେଖନ୍ତୁ –

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More