Only for Entertainment

ବାପା ଧର୍ମେନ୍ଦ୍ରଙ୍କ ସର୍ଟଲେସ ଫଟୋ ସେୟାର କଲେ ସନି ଦେଓଲ । କ୍ୟାପ୍ସନରେ ଲେଖିଲେ ଏହି କଥା ।

aajtak
0 41

ବଲିଉଡ ଅଭିନେତା ସନି ଦେଓଲ ବାପା ଧର୍ମେନ୍ଦ୍ରଙ୍କ ଏକ ସାନଦାର ସର୍ଟଲେସ ଫଟୋ ତାଙ୍କ ଇଂଷ୍ଟାଗ୍ରାମ ଆକାଉଂଟରେ ସେୟାର କରିଛନ୍ତି । ଏହି ପୋଷ୍ଟ ଦେଖି ଜଣାପଡ଼ୁଛି ଦେଓଲ ପରିବାର ପାଇଁ ତାଙ୍କ ଦୁନିଆ ତାଙ୍କ ପରିବାର ।

 


ସନି ଦେଓଲ ସେହି ସମୟର ଫଟୋ ସେୟାର କରିଛନ୍ତି ଯେଉଁ ସମୟରେ ଧର୍ମେନ୍ଦ୍ର ବଲିଉଡର ସବୁଠାରୁ ବଡ଼ ହ୍ୟାଣ୍ଡସମ ହଙ୍କ ଭାବେ ପରିଚିତ ଥିଲେ । ଏହି ଫଟୋରେ ଧର୍ମେନ୍ଦ୍ର ସର୍ଟଲେସ ଲୁକରେ ନଜର ଆସିଛନ୍ତି । ଏହା ସହିତ ସନି କ୍ୟାପ୍ସନ ଦେଇଛନ୍ତିଯେ,ନା କେବଳ ସବୁଠାରୁ ହ୍ୟାଣ୍ଡସମ,ବରଂ ସବୁଠାରୁ ବିନମ୍ର ଏବଂ ସମସ୍ତ ପ୍ରକାର ଚରିତ୍ରର ବେଷ୍ଟ ଆକ୍ଟର । ମୋ ବାପା ।

 

ସନିଙ୍କ ଏହି ପୋଷ୍ଟ ପୂର୍ବରୁ ଧର୍ମେନ୍ଦ୍ର ମଧ୍ୟ ଏହି ଫଟୋ ସେୟାର କରିଥିଲେ । ଏହି ଫଟୋ ସେୟାର କରିବା ସମୟରେ ସେ ବବି ଦେଓଲଙ୍କ ଅପକମିଂ ଫିଲ୍ମ ରେସ ଥ୍ରିକୁ ଇସାରା କରିଥିଲେ ।

 

Love and luck to everyone who has participated in the RACE A BLOCKBUSTER!!!

A post shared by Dharmendra Deol (@aapkadharam) on

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More