Only for Entertainment

ସନି ଦେଓଲଙ୍କ ଫିଲ୍ମର ଫର୍ଷ୍ଟ ଲୁକ ହେଲା ରିଲିଜ ।

deccan chronicle
0 34

ଅନେକ ଦିନ ହେବ ସନି ଦେୱଲଙ୍କ ଅଟକିି ରହିଥିବା ଫିଲ୍ମ ‘ଭୟାଜି ସୁପରହିଟ’ର ଫାର୍ଷ୍ଟ ଲୁକ ରିଲିଜ ହୋଇଯାଇଛି । ଏହି ଫିଲ୍ମ ପୋଷ୍ଟରରେ ସନି ଦେୱଲଙ୍କ ବ୍ୟତୀତ ଶ୍ରେୟସ ତଲପଡେ, ପ୍ରୀତି ଜିଂଟା, ଅମୀଷା ପଟେଲ, ଅରଶଦ ବାରସୀ ଏବଂ ସହଜୟ ମିଶ୍ରା ଏହି ଫିଲ୍ମରେ ନଜର ଆସିବେ । ଏହି ଫିଲ୍ମରେ ସନି ଦେୱଲଙ୍କର ଡବଲ ରୋଲ ରହିଛି ।

Bhaiyaji-Superhit

ସନିଙ୍କର ଏହି ଫିଲ୍ମ ୪ବର୍ଷ ପୂର୍ବେ ଆରମ୍ଭ ହୋଇଥିଲା ମାତ୍ର ଟଙ୍କାର ଅଭାବରଯୁ ଫିଲ୍ମରୁ ଅଧାରୁ ଅଟକି ଯାଇଥିଲା । ଏବେ ପୁଣିଥରେ ଏହି ଫିଲ୍ମର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଯାଇଛି । ଖୁବ ଶୀଘ୍ର ଏହି ଫିଲ୍ମ ପରଦାରେ ଆସିବା ପାଇଁ ଯାଉଛି । ଏହି ଫିଲ୍ମର ନିର୍ଦ୍ଦେଶନା କାର୍ଯ୍ୟ ତୁଲାଇଛନ୍ତି ନିରଜ ପାଠକ । ଫିଲ୍ମଟି ୧୪ ସେପ୍ଟେମ୍ବରରେ ପରଦାରେ ରିଲିଜ ହେବ ।

ଏହି ଫିଲ୍ମରେ ସନି ଦେୱଲ ଏକ ଗ୍ୟାଙ୍ଗଷ୍ଟର ଭୂମିକାରେ ନଜର ଆସିବେ । ପ୍ରୀତି ଜିଂଟା ଏହି ଫିଲ୍ମରେ ସନି ଦେଓଲଙ୍କ ପତ୍ନୀଙ୍କ ଭୂମିକାରେ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More