Only for Entertainment

ନିର୍ବାଚନ ପ୍ରଚାରରେ ଏହି ଡାଏଲଗ ପାଇଁ ବସିଗଲା ସନି ଦେଓଲଙ୍କ ଗଳା ।

aajtak
27

ନିର୍ବାଚନ ପ୍ରଚାର ପାଇଁ ଦିନ ରାତି ଗୋଟିଏ କରି ଦେଇଛନ୍ତି ସନି ଦେଓଲ । ସେ ଭାଜପାର ଗୁରୁଦାସପୁର ସିଟରୁ ନିର୍ବାଚନ ଲଢୁଛନ୍ତି । ଏହି ମଧ୍ୟରେ ଆଜ ତକର ଏକ୍ଜିକ୍ୟୁଟିଭ ଏଡିଟର ଶ୍ୱେତା ସିଂ ତାଙ୍କୁ ଏକ ପ୍ରଶ୍ନ ପଚାରିଲେଯେ ତାଙ୍କୁ ନିର୍ବାଚନ ସମୟରେ କେଉଁ ଡାଏଲଗ ଅଧିକ କହିବାକୁ ଚୁହାଯାଉଛି । ଯାହାପରେ ସନି ଏହାର ଉତ୍ତର ଦେଇଛନ୍ତି ।

ସନି କହିଲେଯେ ‘ଢାଇ କିଲୋ କା ହାତ’ ଡାଏଲଗ କହିବା ପାଇଁ ତାଙ୍କୁ ଅଧିକ କୁହାଯାଉଛି । କହିରଖୁଛୁଯେ ସନିଙ୍କ ପୂରା ପରିବାର ନିର୍ବାଚନ ପ୍ରଚାରରେ ଲାଗିଛନ୍ତି ।

କଥାବାର୍ତ୍ତା ସମୟରେ ସନି କହିଛନ୍ତିଯେ ସେହି ଡାଏଲଗ ତାଙ୍କୁ ଏତେ ଥର କହିବାକୁ କୁହାଗଲାଯେ ତାଙ୍କ ଗଳା ବସିଗଲା । କହିରଖୁଛୁଯେ ସନି ତାଙ୍କ ବାପାଙ୍କୁ ନେଇ ଖୁବ ସମ୍ବେଦନଶୀଳ । ଧର୍ମେନ୍ଦ୍ରଙ୍କ ବିଷୟରେ କିଛି କହିଲେ ସେ ଧୈର୍ଯ୍ୟହରା ହୋଇଯାଆନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More