ସନି ଲିଓନିଙ୍କ ହରର ଫିଲ୍ମ ସୁଟିଂ ଫଟୋ, ମନ୍ଦନାଙ୍କ ସହ ଏହି ଲୁକରେ ଆସିଲେ ନଜର !
ସନି ଲିଓନିଙ୍କ ଅପକମିଂ ହରର କମେଡି ‘କୋକା-କୋଲା’ର ସୁଟିଂ ମୁମ୍ବାଇର ଫିଲ୍ମ ସିଟିରେ ଚାଲିଥିଲା । ଏହି ଫିଲ୍ମ ସୁଟର କିଛି ଫଟୋ ସାମ୍ନାକୁ ଆସିଛି ।
ଫଟୋରେ ସନିଙ୍କ ସହ ବିଗବସର ପୂର୍ବତନ ପ୍ରତିଯୋଗୀ ମନ୍ଦନା କରିମି ନଜର ଆସିଛନ୍ତି । ମନ୍ଦନା ଏବଂ ସନି ସୁଟ ସମୟରେ ଗୋଟିଏ ଗଛ ପାଖରେ ସିନ ଦେଉଛନ୍ତି ।
ସନିଙ୍କ ଲୁକ ଖୁବ ଭୟାନକ ରହିଛି ।
ସେହିଭଳି ମନ୍ଦନା ଖୁବ ହଟ ଅନ୍ଦାଜରେ ନଜର ଆସିଛନ୍ତି ।