Only for Entertainment

କାମସୂତ୍ର ଉପରେ ଆଧାରିତ ୱେବସିରିଜରେ ହଟ୍ ସନି ଲିଓନ

101

ସନ୍ନି ଲିଓନି ବଲିଉଡ୍‌ରେ କାମ କରିବା ଆରମ୍ଭ କରିବା ପରେ ସେ ପର୍ଣ୍ଣ ଇଣ୍ଡଷ୍ଟ୍ରିରେ କାମ କରିବା ଛାଡ଼ି ଦେଇଥିଲେ ମଧ୍ୟ ଏବେ ବି ଅନେକ ଲୋକ ତାଙ୍କୁ ପର୍ଣ୍ଣ ଷ୍ଟାର ଭାବେ ସମ୍ବୋଧନ କରୁଛନ୍ତି । ତେବେ ନିଜର ଏଭଳି ଛବିକୁ ସନ୍ନି ପରିବର୍ତ୍ତନ କରିବାକୁ ଚାହୁଁଥିବା ବେଳେ ତାଙ୍କୁ ସେହି କାମ ସହ ସାମଞ୍ଜସ୍ୟ  ଥିବା କାମ ଅଫର କରାଯାଇଛି ।

 

ପ୍ରଯୋଜିକା  ଏକତା କପୁର କାମସୂତ୍ରକୁ ନେଇ ଏକ ୱେବ୍‌ ସିରିଜ୍‌ କରିବାକୁ ଚାହୁଁଥିବା ବେଳେ ସେ ସେଥିରେ ସନ୍ନିଙ୍କୁ ନେବା ପାଇଁ ମନସ୍ଥ  କରିଛନ୍ତି । ଅନେକ କଷ୍ଟ ପରେ ସନ୍ନି ଏହି ୱେବ୍‌ ସିରିଜ୍‌ରେ କାମ କରିବା ପାଇଁ ରାଜି ହୋଇଥିବା ଜଣାପଡ଼ିଛି । ତେବେ ଏହା ପ୍ରଥମ ନୁହେଁ,  ଏହା ପୂର୍ବରୁ ମଧ୍ୟ ଏକତା କପୁର ଓ ସନ୍ନି ଏକାଠି କାମ କରି ସାରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More