Only for Entertainment

ଭାରୀ ପଡିଲା ସନ୍ନି ଲିଓନୀଙ୍କ ପ୍ରାଙ୍କ, ପୁଲରେ ଗଳି ପଡିଲେ !

129

ବଲିଉଡ ଅଭିନେତ୍ରୀ ସନି ଲିଓନି ସେଟରେ ଖୁବ ମସ୍ତି କରନ୍ତି । ଅନେକ ସମୟରେ ନିଜ ସାଙ୍ଗ ମାନଙ୍କ ସହ ପ୍ରାଙ୍କ କରୁଥିବାର ନଜର ଆସନ୍ତି ସନି । ପୁଣିଥରେ ସେହିଭଳି ସନି ସାଙ୍ଗମାନଙ୍କ ସହ ପ୍ରାଙ୍କ କରୁଥିଲେ , ଯାହା ତାଙ୍କ ଉପରେ ପଡିଲା ମହଙ୍ଗା । ଯାହାଫଳରେ ସେ ପୁଲରେ ଗଳି ପଡିଲେ ।

ସନି ନିଜ ଇନଷ୍ଟାଗ୍ରାମ ଅକାଉଂଟରେ ଏକ ଭିଡିଓ ଶେୟାର କରିଛନ୍ତି । ଏଥିରେ ସେ ନିଜ ସାଙ୍ଗମାନଙ୍କ ସହ ପୁଲ କୁଳରେ ମସ୍ତି କରୁଥିବାର ନଜର ଆସିଛନ୍ତି । ମସ୍ତି କରୁଥିବାର ସମୟରେ ସନି ଜଣେ ବନ୍ଧୁଙ୍କୁ ପୁଲକୁ ଠେଲି ଦେଇଛନ୍ତି । ଏହା ଦେଖି ହସିବା ପୂର୍ବରୁ ତାଙ୍କୁ ଆଉ ଜଣେ ବନ୍ଧୁ ଆସି ପୁଲକୁ ଠେଲି ଦେଇଛନ୍ତି । ଯାହା ଫଳରେ ସେ ପାଣିରେ ପଡି ଯାଇଥିଲେ ।


ସନି ଲିଓନି ଏହି ଭିଡିଓ ଶେୟାର କରି ଲେଖିଛନ୍ତି ଯେ ସେ ଯେଉଁଭଳି ପ୍ରାଙ୍କ ଚାହୁଥିଲେ ସେଭଳି ହୋଇପାରିଲା ନାହିଁ କିନ୍ତୁ ମଜାଦାର ଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More