Only for Entertainment

ମଦର୍ସ ଡେ’ରେ କେତେ ସୁନ୍ଦର କଥା କହିଲେ ସନି, ଅପରାଧ ବଢିନି ଏହା ପୂର୍ବରୁ ମଧ୍ୟ ହେଉଥିଲା ।

www.dainiksaveratimes
0 49

ସନି ଲିଓନଙ୍କ ଜନ୍ମ ୧୩ ମଇ ୧୯୮୧ରେ ହୋଇଥିଲା । ସେ ଏବେ ୩୭ ବର୍ଷର ହୋଇ ସାରିଛନ୍ତି । ଗତ ବର୍ଷ ସେ ଏକ ଝିଅକୁ କୋଳେଇ ନେଇଥିଲେ । ଚଳିତ ବର୍ଷ ସରୋଗେସି ଜରିଆରେ ସେ ଅନ୍ୟ ଦୁଇଟି ଛୁଆର ମା ହୋଇଛନ୍ତି । ସନି ଛୋଟ ପିଲାଙ୍କୁ ଖୁବ ଭଲପାଆନ୍ତି । ସନିଙ୍କ କହିବା ଅନୁସାରେ ସେ ସବୁବେଳେ ୩ଟି ଛୁଆ ଚାହୁଁଥିଲେ,କିନ୍ତୁ ସମୟ ବିତିବା ସହିତ ତାଙ୍କର ଛୁଆ ହେଲା ନାହିଁ । ସେ ଏହା ମଧ୍ୟ କହିଛନ୍ତିଯେ ସେ ଗୋଟିଏ ପିଲାରେ ଖୁସି ହୋଇଥାନ୍ତେ କିନ୍ତୁ ଭଗବାନ ତାହା ହେବାକୁ ଦେଲେ ନାହିଁ ।

ସନିଙ୍କ ଜନ୍ମଦିନ ଏବଂ ମଦର୍ସ ଡେ ଗୋଟିଏ ଦିନରେ । ଝିଅଙ୍କ ଉପରେ ହେଉଥିବା ଅପରାଧକୁ ନେଇ ସନି କହିଛନ୍ତିଯେ ଆଜି ହେଉଥିବା ଅପରାଧ କିଛଇ ନୂଆ କଥା ନୁହେଁ । ଏହା ପୂର୍ବରୁ ମଧ୍ୟ ହେଉଥିଲା,କିନ୍ତୁ ବାସ୍ତବ କଥା ହେଉଛି ଏବେ ସେ ସବୁର ଚର୍ଚ୍ଚା ଖୁବ ହେଉଛି ଏବଂ ଏଥିପାଇଁ କେତେକ ମିଡିୟମ ସାହାଯ୍ୟ କରୁଛନ୍ତି । ଯାହା ଏସବୁକୁ ପର୍ଦ୍ଦାଫାଶ କରିବାକୁ ସକ୍ଷମ ହେଉଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More