Only for Entertainment

ମେ ହୁଁ ହିରୋ ତେରା ପରେ ସେକେଣ୍ଡ ବ୍ରେକ ପାଇଲେ ଷ୍ଟାର ସନ ସୁରଜ ପାଚୋଂଲି

DNA India
52

ମେ ହୁଁ ହିରୋ ତେରା ପରେ ସେକେଣ୍ଡ ବ୍ରେକ ପାଇଲେ ଷ୍ଟାର ସନ ସୁରଜ ପାଚୋଂଲି ।ଫିଲ୍ମର ଟାଇଟେଲ ସାଟେଲାଇଡ ଶଙ୍କର ରହିଛି ଓ ଏଥିରେ ସୁରଜ ଆର୍ମି ଅଫିସର ଭୂମିକାରେ ଅଭିନୟ କରିବେ ।ନିଜ ଚରିତ୍ରକୁ ଜୀବନ୍ତ କରିବା ପାଇଁ ନିକଟରେ ସୁରଜ ଅମୃତସର ଆର୍ମି କ୍ୟାମ୍ପରେ ପହଁଚି ଏଠାରେ କିଛି ସମୟ ବିତାଇଛନ୍ତି ।ଜବାନଙ୍କ ସହ ଆଲୋଚନା କରିବା ସହ କିଛି ଟିପø ମଧ୍ୟ ନେଇଛନ୍ତି ।ଚଳିତ ବର୍ଷ ଫିଲ୍ମର ସୁଟିଂ ଆରମ୍ଭ କରି ୍ରଆଗାମୀ ବର୍ଷ ରିଲିଜ ପାଇଁ ଯୋଜନା ରଖିଛି ପ୍ରଯୋଜନା ସଂସ୍ଥା ।ତେବେ ସାଟେଲାଈଟ ଶଙ୍କର ସହ ଆଗକୁ ସୁରଜ ଟାଇମ ଟୁ ଡ୍ୟାନ୍ସରେ ମଧ୍ୟ ନଜର ଆସିବେ ।ବରୁଣ ଧୱନ ଓ କ୍ୟାଟ୍ରିନା କୈଫ ଅଭିନୀତ ଫିଲ୍ମରେ ସୁରଜ ଜଣେ ଷ୍ଟ୍ରିଟ ଡ୍ୟାନ୍ସର ଭାବେ ଅଭିନୟ କରିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More