Only for Entertainment

ଆର୍ମି ଦିବସରେ ସୁଶାନ୍ତ ଦେଲେ ଫ୍ୟାନ୍ସ ମାନଙ୍କୁ ଉପହାର, ସେୟାର କଲେ ଆଗାମୀ ଫିଲ୍ମର ଟିଜର !

24

ଏମ ଏସ ଧୋନୀ ଏବଂ କେଦାରନାଥ ଷ୍ଟାରର ସୁଶାନ୍ତ ସିଂ ରାଜପୁତ ନିକଟରେ ଚକିତ କଲା ଭଳି ଖୁଲାସା କରିଛନ୍ତି । ସେ ଏକ ସାକ୍ଷାତକାରରେ କହିଥିଲେ ଯେ କେଦାରନାଥ ସଫଳତା ପରେ ଗୋଟେ କିମ୍ବା ଦିଟା ନୁହେଁ ବରଂ ୧୨ଟି ଫିଲ୍ମର ଅଫର ମିଳିଛି । ଏବେ ପୁଣି ଥରେ ସେ ତାଙ୍କ ଫ୍ୟାନ୍ସ ଙ୍କୁ ଚକିତ କରିପକାଇଛନ୍ତି ।

ଆର୍ମି ଦିବସରେ ସେ ନିଜ ଆଗାମୀ ଫିଲ୍ମର ଟିଜର ରିଲିଜ କରିଛନ୍ତି । ଏହି ଫିଲ୍ମର ନାଁ ଏବଂ ଟିଜର ଦେଖି ଲାଗୁଛି ଯେ ଏହି ଫିଲ୍ମ କୌଣସି ଜଣେ ଆର୍ମି ମ୍ୟାନଙ୍କ ଉପରେ ଆଧାରିତ ।

ଏଠାରେ ଆମେ କହି ରଖୁଛୁ ଯେ ସୁଶାନ୍ତ ଙ୍କ ଫ୍ୟାନ୍ସ ଙ୍କ ପାଇଁ ଆଉ ଏକ ଖୁସି ଖବର । ଖୁବଶୀଘ୍ର ତାଙ୍କ ଫିଲ୍ମ ‘ସୋନଚିରେୟ’ ଫେବ୍ରୁଆରୀ ୯ରେ ପରଦାରେ ରିଲିଜ ହେବାକୁ ଯାଉଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More