Only for Entertainment

୧୫ ବର୍ଷ ଛୋଟ ବୟଫ୍ରେଣ୍ଡଙ୍କ ସହିତ ରୋମାଣ୍ଟିକ ଅନ୍ଦାଜରେ ନଜର ଆସିଲେ ସୁଷ୍ମିତା, ଭିଡିଓ ଭାଇରାଲ ।

ndtv
49

ଅଭିନେତ୍ରୀ ସୁଷ୍ମିତା ସେନ ଏବେ ନଜର ପୂରା ସମୟ ଦୁଇ ଝିଅ ଏବଂ ତାଙ୍କ ଠାରୁ ୧୫ ବର୍ଷ ସାନ ବୟଫ୍ରେଣ୍ଡ ରୋହମନ ଶ୍ୱଲଙ୍କ ସହିତ ବିତାଉଛନ୍ତି । ସୁଷ୍ମିତା ଅନେକ ସମୟରେ ଝିଅ ମାନଙ୍କ ସହିତ ମସ୍ତି କରୁଥିବାର ଭିଡିଓ ସୋସିଆଲ ମିଡିଆରେ ସେୟାର କରିଥାନ୍ତି । କିନ୍ତୁ ଏବେ ବୟଫ୍ରେଣ୍ଡ ରୋହମନଙ୍କ ସହିତ ଫଟୋ ଏବଂ ଭିଡିଓ ସେୟାର କରୁଛନ୍ତି । ଦୀପାବଳି ଅବସରରେ ସୁଷ୍ମିତା ଇଂଷ୍ଟାଗ୍ରାମରେ ଦୁଇ ଝିଅ ଏବଂ ରୋହମନଙ୍କ ସହିତ କିଛି ଫଟୋ ସେୟାର କରିଛନ୍ତି । ଫଟୋରେ ସୁଷ୍ମିତା ରୋହମନଙ୍କ ସହିତ ଖୁବ ରୋମାଣ୍ଟିକ ଅନ୍ଦାଜରେ ନଜର ଆସିଛନ୍ତି ।

କହିରଖୁଛୁ ଯେ, ରୋହମନ ଶ୍ୱଲ ଜଣେ ସୁପର ମଡେଲ ଏବଂ ସେ ସୁଷ୍ମିତାଙ୍କ ଠାରୁ ୧୫ ବର୍ଷ ସାନ । ସୁଷ୍ମିତାଙ୍କ ବୟସ ୪୨ ବର୍ଷ ହୋଇଥିବା ବେଳେ ରୋହମନଙ୍କ ବୟସ ୨୭ ବର୍ଷ ।

ଦେଖନ୍ତୁ ଫଟୋ ଏବଂ ଭିଡିଓ-

 

View this post on Instagram

 

#duggadugga ❤️

A post shared by Sushmita Sen (@sushmitasen47) on

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More