Only for Entertainment

ସୁଷ୍ମିତା ସେନ ପୂଜା ମଣ୍ଡପରେ କଲେ ଧୁନୁଚୀ ଡ୍ୟାନ୍ସ, ଦେଖନ୍ତୁ ଭିଡିଓ !

44

ନବରାତ୍ରୀର ଉତ୍ସବ ଚାରିଆଡେ ଖୁବ ଧୁମଧାମରେ ପାଳନ ହେଉଛି । ସବୁଆଡେ ମାଁଙ୍କର ଜୟଗାନ କରାଯାଉଛି । ସାଧାରଣ ଜନତାଙ୍କ ସହ ବଲିଉଡ ସେଲିବ୍ରିଟି ମଧ୍ୟ ଦୂର୍ଗାପୂଜାରେ ଭାଗ ନେଉଛନ୍ତି । ଏହାମଧ୍ୟରେ ସୁଷ୍ମିତା ସେନ ଧୁମଧାମରେ ନିଜର ଦୁଇ ଝିଅଙ୍କ ସହ ଦୁର୍ଗା ପୂଜା ମନାଇ ଏକ ଭିଡିଓ ଶେୟାର କରିଛନ୍ତି ।


ଏହି ଭିଡିଓରେ ୪୨ବର୍ଷୀୟା ସୁଷ୍ମିତା ଧୁନୁଚୀ ନୃତ୍ୟ କରୁଥିବାର ନଜର ଆସିଛନ୍ତି । ଏଠାରେ ଆମେ କହି ରଖୁଛୁ ଯେ ଧୁନୁଚୀ ନୃତ୍ୟ ହେଉଛି ପାରମ୍ପାରିକ ନୃତ୍ୟ, ଯାହା ଦୁର୍ଗା ପୂଜାରେ କରାଯାଇଥାଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More