Only for Entertainment

ଭାଇର ସଙ୍ଗୀତ ସେରମନିରେ ବଏଫ୍ରେଣ୍ଡ ରୋହମନଙ୍କ ସହିତ ସୁଷ୍ମିତା ସେନଙ୍କ ଡ୍ୟାନ୍ସ ଭିଡ଼ିଓ ଭାଇରାଲ ।

39

ବଲିଉଡ ଅଭିନେତ୍ରୀ ସୁଷ୍ମିତା ସେନଙ୍କ ଭାଇ ରାଜୀବ ସେନ ଟିଭି ଅଭିନେତ୍ରୀ ଚାରୁ ଅସୋପାଙ୍କ ସହିତ ବିବାହ ବନ୍ଧନରେ ବାନ୍ଧି ହୋଇ ସାରିଛନ୍ତି । ଦୁଇଜଣ ଗୋଆରେ ବିବାହର ସମସ୍ତ ବିଧି ସମ୍ପନ୍ନ କଲେ । ବଙ୍ଗାଳୀ ଏବଂ ରାଜସ୍ଥାନୀ ରୀତି ନୀତିରେ ପ୍ରେମୀ ଯୁଗଳଙ୍କ ବିବାହରେ କିଛି ଖାସ ବନ୍ଧୁ ଏବଂ ପରିବାର ସଦସ୍ୟ ସାମିଲ ଥିଲେ । ଏବେ ସୋସିଆଲ ମିଡିଆରେ କିଛି ଭିଡ଼ିଓ ଭାଇରାଲ ହେଉଛି । ଅନ୍ୟ ପକ୍ଷରେ ଏବେ ସୁଷ୍ମିତା ତାଙ୍କ ଇଂଷ୍ଟାଗ୍ରାମରେ ଏକ ଭିଡ଼ିଓ ଶେୟାର କରିଛନ୍ତି, ଯେଉଁଥିରେ ସେ ତାଙ୍କ ବଏଫ୍ରେଣ୍ଡ ରୋହମନଙ୍କ ସହିତ ଡ୍ୟାନ୍ସ କରୁଥିବାର ନଜର ଆସିଛନ୍ତି । ଭିଡ଼ିଓରେ ଦୁଇଜଣଙ୍କ କେମେଷ୍ଟ୍ରି ଦେଖିବାକୁ ମିଳିଛି ।

 

ସୁଷ୍ମିତା ସେନ ଗୋଟିଏ ଗୀତରେ ବାରମ୍ବାର ଡ୍ୟାନ୍ସ କରୁଥିବାର ନଜର ଆସିଛି । ସୁଷ୍ମିତାଙ୍କ ବ୍ୟତୀତ ତାଙ୍କ ଝିଅ ଏବଂ ପରିବାରର କିଛଇ ସଦସ୍ୟ ଖୁବ ଡ୍ୟାନ୍ସ କରିଛନ୍ତି ।

View this post on Instagram

 

Uffff how beautiful are these two @asopacharu @rajeevsen9 ??❤️ we couldn’t take our eyes off them!! ???And my sister in law, Charu owned the night with her solo performance???sooooooo soooooo graceful & BEAUTIFUL!!??#sharing #moments #brotherswedding #sangeet #love #family #rajakibittu ❤️????I love you guys!!!

A post shared by Sushmita Sen (@sushmitasen47) on

ସୁଷ୍ମିତା କ୍ୟାପ୍ସନରେ ଲେଖିଛନ୍ତି ଏଠାରେ ଡ୍ୟାନ୍ସରେ ସମସ୍ତେ ଏତେ ମଜି ଯାଇଥିଲେଯେ ଦର୍ଶକଙ୍କର ଆବଶ୍ୟକତା ନଥିଲା । ତେବେ ରାଜୀବ ଏବଂ ଅସୋପା ମଧ୍ୟ ବାଜିରାଓ ମସ୍ତାନୀ ଗୀତରେ ଡ୍ୟାନ୍ସ କଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More